ପ୍ରେମ ତୋର ନଟି ନଟି

ଉଇକିପିଡ଼ିଆ‌ରୁ
ପ୍ରେମ ତୋର ନଟି ନଟି
ନିର୍ଦ୍ଦେଶକଏସ୍.କେ. ମୂରଲୀଧରନ
ପ୍ରଯୋଜକରଶ୍ମିତା ସ୍ୱାଇଁ
ସଂଳାପମନୋରଞ୍ଜନ ମହାପାତ୍ର
ଚିତ୍ରନାଟ୍ୟଏସ୍.କେ. ମୂରଲୀଧରନ
କାହାଣୀଜେମସ୍ ଶୁକ୍ଳା
କଳାକାରଦେବ୍
ତମନ୍ନା ବ୍ୟାସ
ମିହିର ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଜିତୁ ମିଶ୍ର
ମୁକ୍ତିଲାଭ ତାରିଖ
୮ ଅଗଷ୍ଟ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମ ତୋର ନଟି ନଟି ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନ କରିଥିଲେ ରଶ୍ମିତା ସ୍ୱାଇଁ ।[୨] ମନୋରଞ୍ଜନ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଜେମସ୍ ଶୁକ୍ଳା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍.କେ. ମୂରଲୀଧରନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ୍ ଓ ତମନ୍ନା ବ୍ୟାସ ।[୩] ମିହିର ଦାସ ଏହି କଥାଚିତ୍ରର ପାର୍ଶ୍ୱ ଅଭିନେତା ଭାବରେ ଅଭିନୟ କରିଥିଲେ ।

ବାଲେଶ୍ୱର ମୁଭିଏକ୍ସ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍ ହୋଇଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "ରିଲିଜ୍‌ ହେଲା 'ପ୍ରେମ ତୋର ନଟି ନଟି'". Odisha Reporter (in ଆମେରିକୀୟ ଇଂରାଜୀ). 2019-08-11. Retrieved 2019-08-18.
  2. ୨.୦ ୨.୧ ୨.୨ Bureau, OdishaLIVE (2019-06-24). "'ଗୋଲମାଲ ଲଭ' ପରେ 'ପ୍ରେମ ତୋର ନଟି ନଟି'ରେ ସୁନ୍ଦରୀ ତମନ୍ନା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-08-18.
  3. "ଫ୍ରାଇଡେ ରିଲିଜ୍‌, ଆଜି ଆସିବ ଦେବଦାସ, ଜବାରିୟା ଯୋଡ଼ି". Sambad (in ଆମେରିକୀୟ ଇଂରାଜୀ). 2019-08-08. Retrieved 2019-08-18.
  4. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  5. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)

ବାହାର ଆଧାର[ସମ୍ପାଦନା]