ପ୍ରବୀଣା ମହାନ୍ତି

ଉଇକିପିଡ଼ିଆ‌ରୁ
ପ୍ରବୀଣା ମହାନ୍ତି
ଜନ୍ମ୧୯୫୭
ଜାତୀୟତାଭାରତୀୟ
ଶିକ୍ଷାପି ଏଚ ଡ଼ି

ପ୍ରବୀଣା ମହାନ୍ତି (ଜନ୍ମ: ୧୯୫୭), ଜଣେ ଓଡ଼ିଆ କଥାଶିଳ୍ପୀ । ସେ ମୁଖ୍ୟତଃ ଗଳ୍ପ ଲେଖୁଥିଲେ ମଧ୍ୟ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ତାଙ୍କର ପ୍ରବେଶ ରହିଛି । ମନୋଜ ଦାସଙ୍କ ଉପରେ ରିସର୍ଚ୍ଚ କରି ସେ ପିଏଚଡ଼ି ହାସଲ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ସ୍ୱାତୀ
  • ଏବେ ବି ସୁନ୍ଦର ଧରା
  • ଶ୍ୟାମଳ ସୁଗନ୍ଧ
  • ସ୍ତିମିତ ନକ୍ଷତ୍ର
  • ଅନ୍ୟା ଅନନ୍ୟା
  • ନିବିଡ଼ ନିଃସ୍ୱନ
  • ଦୁଃଖ ପାସୋରା ଝିଅ
  • ରାଗିଲେ ମୁଁ ତାରା ହୋଇଯିବି
  • ରତ୍ନବର୍ଷା ଓ ଅନ୍ୟାନ୍ୟ ନାଟକ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୁଧନ୍ୟା ଗଳ୍ପ ପୁରସ୍କାର
  • କାଦମ୍ବିନୀ ଗଳ୍ପ ସମ୍ମାନ
  • ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ସମ୍ମାନ[୧]

ଆଧାର[ସମ୍ପାଦନା]

  1. "କଥା ଝରକା". କଥା ପତ୍ରିକା (ଜୁନ ୨୦୨୩): ୪୭. 28 June 2023. Retrieved 28 June 2023.