ପ୍ରଫୁଲ୍ଲ ମହାନ୍ତି

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ମହାନ୍ତି
Born
Died୯ ଫେବୃଆରୀ ୨୦୧୩
Citizenship ଭାରତୀୟ
Educationସ୍ନାତକୋତ୍ତର (ଇଂରାଜୀ),
ଡିପ୍ଳୋମା (ନିର୍ଦ୍ଦେଶନା)
Alma materରେଭେନ୍ସା ମହାବିଦ୍ୟାଳୟ, କଟକ

ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀ

ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ
Occupation(s)ଅଭିନେତା, ନିର୍ଦ୍ଦେଶକ

ପ୍ରଫୁଲ୍ଲ ମହାନ୍ତି ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଥିଲେ । ତାଙ୍କ ନିର୍ଦ୍ଦେଶିତ ମାଗୁଣିର ଶଗଡ଼ ୨୦୦୨ ମସିହାରେ ଶ୍ରେଷ୍ଠ ଆଞ୍ଚଳିକ କଥାଚିତ୍ରର ମାନ୍ୟତା ଲାଭ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଅନ୍ୟ କଥାଚିତ୍ରଗୁଡ଼ିକ ହେଲା: ଭଙ୍ଗା ସିଲଟ, ପାଉଁଜି, ଦେବକୀ ଓ ତଥାପି । [୧] ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀ, ଏସିଆନ ଥିଏଟର ଇନଷ୍ଟିଚ୍ୟୁଟ, ନୂଆଦିଲ୍ଲୀ ଓ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେରୁ ନିର୍ଦ୍ଦେଶନା ତାଲିମ ନେଇଥିଲେ । [୨] ୨୦୧୩ ମସିହା ଫେବୃଆରୀ ୯ ତାରିଖ ଦିନ ବେଙ୍ଗାଳୁରୁଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. "Filmmaker Prafulla Mohanty passes away". dailypioneer.com. 2013. Retrieved 10 February 2013. He wrote and directed the film Bhanga Silat in the name of Upagupta. The other films he directed included Devaki, Tathapi, Magunira Sagad and Paunji.
  2. "Welcome to ODISHA NOW.in !!". odishanow.in. 2013. Retrieved 11 February 2013. Masters in English Literature from Ravenshaw College, Cuttack, Mohanty got trained in direction at National School of Drama and Asian Theatre Institute, New Delhi before joining the Film and Television Institute of India, Pune[permanent dead link]
  3. Palit, Ashok (2013). "Prominent Odia film director Prafulla Mohanty passes away, Orissa Entertainment News". orissadiary.com. Archived from the original on 28 June 2013. Retrieved 11 February 2013. Prafulla Mohanty breathed his last in a hospital at Bangalore on 9th February, 2013

ଅଧିକ ତଥ୍ୟ[ସମ୍ପାଦନା]