ମାଗୁଣିର ଶଗଡ଼ (କଥାଚିତ୍ର)

ଉଇକିପିଡ଼ିଆ ରୁ
ଏହି ଲେଖାଟି ୨୦୦୧ର ଓଡ଼ିଆ କଥାଚିତ୍ର ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଉପନ୍ୟାସ ମାଗୁଣିର ଶଗଡ଼ ଦେଖନ୍ତୁ ।
ମାଗୁଣିର ଶଗଡ଼
ନିର୍ଦ୍ଦେଶକ ପ୍ରଫୁଲ୍ଲ ମହାନ୍ତି
ପ୍ରଯୋଜକ ପ୍ରଯୋଜକଙ୍କ ନାମ
ଲେଖକ (ସଂଳାପ): ଶୀର୍ଷାନନ୍ଦ ଦାସ କାନୁନଗୋ
ପଟ୍ଟଲେଖା ପ୍ରଫୁଲ୍ଲ ମହାନ୍ତି
କାହାଣୀ ଗୋଦାବରୀଶ ମହାପାତ୍ର
କଳାକାର ଧିରେନ୍ଦ୍ର ବସା, ନୀଳମଣି ବେହେରା, ଅଶୃମୋଚନ ମହାନ୍ତି
ସଙ୍ଗୀତ ଅମରେନ୍ଦ୍ର ମହାନ୍ତି
ସମ୍ପାଦକ ଏ. ମଦନମୋହନ ପ୍ରସାଦ
ମୁକ୍ତିଲାଭ ତାରିଖ ୨୦୦୧
ଦେଶ  ଭାରତ
ଭାଷା ଓଡ଼ିଆ

ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମାଗୁଣିର ଶଗଡ଼'୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ମାଗୁଣିର ଶଗଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

  • ସଙ୍ଗୀତକାର: ଅମରେନ୍ଦ୍ର ମହାନ୍ତି
  • ଗୀତିକାର:
  • ପ୍ରଚ୍ଛଦପଟ ଗାୟକ: ଆରତୀ ଗୋସ୍ବାମୀ, ଅମୟେନ୍ଦ୍ର ମହାନ୍ତି, ରୁଦ୍ର ମହାନ୍ତି, ଶ୍ବେତା ପଣ୍ଡିତ, ସୁରେଶ ଵାଡେକର

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]