ପେମ୍ବ୍ରୋଲିଜୁମାବ

ଉଇକିପିଡ଼ିଆ‌ରୁ
ପେମ୍ବ୍ରୋଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetPD-1
Clinical data
Trade namesKeytruda
SynonymsMK-3475, lambrolizumab
AHFS/Drugs.commonograph
MedlinePlusa614048
data
Pregnancy
category
  • not for pregnant women
Routes of
administration
Intravenous
Drug classAntineoplastic agents
ATC code
Legal status
Legal status
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.234.370 Edit this at Wikidata
Chemical and physical data
FormulaC6534H10004N1716O2036S46
Molar mass୧,୪୬,୬୪୮.୬୪ g·mol−1

ପେମ୍ବ୍ରୋଲିଜୁମାବ (ପୂର୍ବ ନାମ ଲାମ୍ବ୍ରୋଲିଜୁମାବ, ବ୍ରାଣ୍ଡ ନାମ କିଟ୍ରୁଡା) ଏକ ଔଷଧର ନାମ ଯାହା କର୍କଟ ଇମ୍ମ୍ୟୁନୋଥେରାପିରେ ବ୍ୟବ‌ହୃତ ହୁଏ । [୫] ମେଲାନୋମା, ଫୁସଫୁସ କର୍କଟ, ମୁଣ୍ଡ ଏବଂ ବେକ କର୍କଟ, ହଜକିନ୍ସ ଲିମ୍ଫୋମା, ଗର୍ଭାଶୟ କର୍କଟ ଏବଂ ପାକସ୍ଥଳୀ କର୍କଟ ଇତ୍ୟାଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ । [୬] ଏହା ଶିରାଭ୍ୟନ୍ତର ଇଞ୍ଜକସନଦ୍ୱାରା ଧୀରେ ଧୀରେ ଦିଆଯାଏ । [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, ମାଂସପେଶୀ ଯନ୍ତ୍ରଣା, ଭୋକ କମିବା, ଗଲୁ ଚର୍ମ, ତରଳ ଝାଡ଼ା, ବାନ୍ତି, ରାସ, ଜ୍ୱର, କାଶ, ଶ୍ୱାସକ୍ରିୟାରେ ଅସୁବିଧା, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ । [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ବୃକ୍‌କ ସମସ୍ୟା ହୋଇପାରେ । [୬] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [୭] ଏହା ଏକ ଆଇଜିଜି୪ (IgG4) ଆଇସୋଟାଇପ ମାନିବିକ ଆଣ୍ଟିବଡି ଯାହା କର୍କଟ କୋଷର ପ୍ରତିରକ୍ଷା ପ୍ରଣାଳୀକୁ ଅବରୋଧ କରିଥାଏ ଏବଂ ଏହାଦ୍ୱାରା ଇମ୍ମ୍ୟୁନ ପ୍ରଣାଳୀ ସେମାନଙ୍କୁ ନଷ୍ଟ କରିଦିଏ । [୬] ଏହା ଲିମ୍ଫୋସାଇଟର ପ୍ରୋଗ୍ରାନ ହୋଇଥିବା କୋଷ ମୃତ୍ୟୁ ପ୍ରୋଟିନ ୧ (ପିଡି-୧) ରିସେପ୍ଟରକୁ ଟାର୍ଗେଟ୍ କରେ । [୬]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେମ୍ବ୍ରୋଲିଜୁମାବ ଅନୁମୋଦିତ ହୋଇଥିଲା ।[୫] ୨୦୧୭ ମସିହାରେ ଏହା କାଢ଼ି ନ ହେଉଥିବା ଓ ଜେନେଟିକ ଅସଙ୍ଗତି ଥିବା ତ‌ଥା ମେଟାସ୍ଟାସିସ ହୋଇଥିବା କଠିନ ଅର୍ବୁଦର ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା । [୮]ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ନିଭୋଲୁମାବର ବିକଳ୍ପ ଭାବରେ ଅଛି । [୯] ଯୁକ୍ତରାଜ୍ୟରେ ସାଧାରଣ ଡୋଜ ୨୦୨୦ ମସିହାରେ ପ୍ରତି ତିନି ସପ୍ତାହରେ ୫୨୬୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୧୦] ଯୁକ୍ତରାଷ୍ଟ୍ରରେ ଏହି ରାଶି ୮,୭୬୦ ଡଲାର ଅଟେ । [୧୧]

ଆଧାର[ସମ୍ପାଦନା]

  1. "Pembrolizumab (Keytruda) Use During Pregnancy". Drugs.com. 24 September 2019. Retrieved 10 January 2020.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Keytruda EPAR ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. "Keytruda 50 mg powder for concentrate for solution for infusion - Summary of Product Characteristics (SmPC)". (emc). 7 April 2020. Archived from the original on 13 December 2017. Retrieved 30 April 2020.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Keytruda label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ୫.୦ ୫.୧ ୫.୨ "Pembrolizumab Monograph for Professionals". Drugs.com. American Society of Health-System Pharmacists. Retrieved 15 July 2019.
  6. ୬.୦ ୬.୧ ୬.୨ ୬.୩ ୬.୪ "Pembrolizumab Monograph for Professionals". Drugs.com. American Society of Health-System Pharmacists. Retrieved 15 July 2019.
  7. "Pembrolizumab (Keytruda) Use During Pregnancy". Drugs.com (in ଇଂରାଜୀ). Retrieved 19 October 2020.
  8. Syn, Nicholas L; Teng, Michele W L; Mok, Tony S K; Soo, Ross A (2017). "De-novo and acquired resistance to immune checkpoint targeting". The Lancet Oncology. 18 (12): e731–e741. doi:10.1016/s1470-2045(17)30607-1. PMID 29208439.
  9. BNF 79. London: Pharmaceutical Press. March 2020. p. 909. ISBN 978-0857113658.
  10. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  11. Huang, M; Lou, Y; Pellissier, J; Burke, T; Liu, FX; Xu, R; Velcheti, V (August 2017). "Cost Effectiveness of Pembrolizumab vs. Standard-of-Care Chemotherapy as First-Line Treatment for Metastatic NSCLC that Expresses High Levels of PD-L1 in the United States". PharmacoEconomics. 35 (8): 831–844. doi:10.1007/s40273-017-0527-z. PMID 28620848.