ପୂର୍ଣ୍ଣଚ୍ଛେଦ

ଉଇକିପିଡ଼ିଆ‌ରୁ
 
 
ପୂର୍ଣ୍ଣଚ୍ଛେଦ
ବିରାମ ଚିହ୍ନ
ଆପୋଷ୍ଟ୍ରୋପ ( ’ ' )
ବନ୍ଧନୀସମୂହ ( [ ], ( ), { }, ⟨ ⟩ )
କଲୋନ ( : )
କମା ( , )
ଡ୍ୟାସ ( , –, —, ― )
ଏଲିପସିସ ( …, ..., . . . )
ଆଶ୍ଚର୍ଯ୍ୟବାଚକ ଚିହ୍ନ ( ! )
ପୂର୍ଣ୍ଣଚ୍ଛେଦ ( )
ଫୁଲଷ୍ଟପ/ପିରିଅଡ଼ ( . )
ଗିଲିମେଟ ( « » )
ହାଇଫେନ ( )
ହାଇଫେନ-ବିଯୁକ୍ତ ଚିହ୍ନ ( - )
ପ୍ରଶ୍ନ ଚିହ୍ନ ( ? )
ଉଦ୍ଧୃତି ଚିହ୍ନ ( ‘ ’, “ ” )
ଅଧା ଉଦ୍ଧୃତି ଚିହ୍ନ ( ; )
ସ୍ଲାସ/ଷ୍ଟ୍ରୋକ ( / )
ସଲିଡସ ( )
ଶବ୍ଦ ଭାଜକ
ଖାଲି‌‌ ଜାଗା ( ) ( ) ( ) (␠) (␢) (␣)
ମଝି ବିରାମ ( · )
ସାଧାରଣ ଅକ୍ଷର କଳା
ଆମ୍ପରସାଣ୍ଡ ( & )
ଆଟ୍ ଚିହ୍ନ ( @ )
ଆଷ୍ଟରିସ୍କ ( * )
ପଛସ୍ଲାସ ( \ )
ବିନ୍ଦୁ ( )
କ୍ୟାରେଟ ( ^ )
ସତ୍ଵାଧିକାର ଚିହ୍ନ ( © )
ଡାଗର ( †, ‡ )
ଡିଗ୍ରି ( ° )
ଡିଟୋ ଚିହ୍ନ ( )
ଓଲଟା ବିସ୍ମୟସୂଚକ ଚିହ୍ନ ( ¡ )
ଓଲଟା ପ୍ରଶ୍ନ ଚିହ୍ନ ( ¿ )
ସଂଖ୍ୟା ଚିହ୍ନ/ପାଉଣ୍ଡ/ହାସ ( # )
ନ୍ୟୁମେରୋ ଚିହ୍ନ ( )
ଅବେଲସ ( ÷ )
ପୂରଣବାଚକ ସଂଖ୍ୟା ( º, ª )
ଶତକଡ଼ା ଚିହ୍ନ ( %, ‰, )
ପିଲକ୍ରୋ ( )
ମୌଳିକ ସଂଖ୍ୟା ( ′, ″, ‴ )
ସତ୍ଵାଧିକାର ଚିହ୍ନ ( ® )
ବିଭାଗ ଚିହ୍ନ ( § )
ସର୍ଭିସ ମାର୍କ ( )
ଧ୍ଵନି ରେକର୍ଡ଼ିଙ୍ଗ ସତ୍ଵାଧିକାର ( )
ଟିଲ୍ଡ ( ~ )
ଟ୍ରେଡ଼ମାର୍କ ( )
ଅଣ୍ଡରସ୍କୋର/ଅଣ୍ଡରଷ୍ଟ୍ରାଇକ ( _ )
ଭୂଲମ୍ବ ରୁହ/ଭଙ୍ଗା ରୁହ, ପାଇପ ( ¦, | )
ମୁଦ୍ରା
ମୁଦ୍ରା (ବର୍ଗୀୟ) ( ¤ )
ମୁଦ୍ରା ନିର୍ଦ୍ଦିଷ୍ଟ
( ฿ ¢ $ ƒ £ ¥ )
ଅସାଧାରଣ ଅକ୍ଷର କଳା
ଆଷ୍ଟେରିଜମ ( )
ଟି ( )
ଅପ ଟ୍ରାକ ( )
ସୂଚକ/ପ୍ରଥମା ( )
ଅତଏବ ଚିହ୍ନ ( )
ଇଣ୍ଟେରୋବାଙ୍ଗ ( )
ଥଟ୍ଟା ପରିହାସ ବିରାମ ଚିହ୍ନ ( )
ଲୋଜିଙ୍ଗି ( )
ଆଧାର ଚିହ୍ନ ( )
ଟାଇ ( )
ସମ୍ବନ୍ଧିତ
ବିଶେଷକ ଚିହ୍ନ
ଖାଲିସ୍ଥାନରେ ଥିବା ଅକ୍ଷର
ଅଣ-ଇଂରାଜୀ ଉଦ୍ଧୃତି ଶୈଳି ( « », „ ” )

ପୂର୍ଣ୍ଣଚ୍ଛେଦ (ପୂର୍ଣ୍ଣବିରାମ ଓ ଦେଶଜ ବ୍ୟବହାରରେ ପୂର୍ଣ୍ଣଛେଦ ନାମରେ ଜଣା) କୌଣସି ଲେଖାକୁ ପଢ଼ିଲା ବେଳେ ପଢ଼ା ଅଧିକ ସମୟ ଧରି ସ୍ଥଗିତ ରଖିବା ପାଇଁ ବ୍ୟବହୃତ ଏକ ଓଡ଼ିଆ ସୁଚକ ଚିହ୍ନ । ଏହାର ସମାନ କାମ ଇଂରାଜୀରେ ଏକ ବିନ୍ଦୁ (.) ହୋଇଥାଏ ଓ ଫୁଲଷ୍ଟପ ବା ପିରିୟଡ଼ ନାମରେ ପରିଚିତ ।[୧]

ବ୍ୟତ୍ପୁତ୍ତି[ସମ୍ପାଦନା]

ଏହା ଏକ ବିଶେଷ୍ୟ । ଦୁଇଟି ଶବ୍ଦ ପୂର୍ଣ୍ଣ (ପୂରା) ଓ ଛେଦ (କଟା ହେବା) ସନ୍ଧିଦ୍ୱାରା ମିଳିତ ହୋଇ ଏହି ଶବ୍ଦ ତିଆରି କରିଛନ୍ତି ।

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳଚନ୍ଦ୍ର (1931–1940). ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. କଟକ: ଉତ୍କଳ ସାହିତ୍ୟ ପ୍ରେସ. Retrieved 10 September 2020.{{cite book}}: CS1 maint: date format (link)