ପାରମା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ପାରମା ବାନାର୍ଜୀ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କଣ୍ଠଶିଳ୍ପୀ
ଦୂରଦର୍ଶନ ଉପସ୍ଥାପିକା

ପାରମା ବାନାର୍ଜୀ ଜଣେ ଭାରତୀୟ କଣ୍ଠଶିଳ୍ପୀ ଓ ଉପସ୍ଥାପିକା ।[୧][୨] ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ କଣ୍ଠଦାନ କରିଛନ୍ତି ଏବଂ ବଙ୍ଗଳା ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାମ କରନ୍ତି । ସେ ରୋଜଗେରେ ଜିନ୍ନି କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ ଜଣାଶୁଣା ।

ଡିସ୍କୋଗ୍ରାଫି[ସମ୍ପାଦନା]

  • ଘରେ ଫେରାର ଗାଁ

ଆଲବମ୍[ସମ୍ପାଦନା]

  • ଆବାର୍ ବୋଚ୍ଚୋର୍ କୁରି ପୋରେ (୧୯୯୫)

ଅଭିନୀତ କଥାଚିତ୍ର[ସମ୍ପାଦନା]

ପ୍ରଚ୍ଛଦପଟ ଗାୟିକା
  • ଏଲାର ଚାର ଅଧ୍ୟାୟ (୨୦୧୨)
  • ଭୂତେର ଭବିଷ୍ୟତ (୨୦୧୨)
  • ନୌକା ଡୁବି (୨୦୧୧)
  • ନରକ ଗୁଲ୍ଜାର (୨୦୦୯)
  • ଚତୁରଙ୍ଗ (୨୦୦୮)
  • ଖେଲା (୨୦୦୮)

ଦୂରଦର୍ଶନ[ସମ୍ପାଦନା]

ଇ. ଟି. ଭି. ବାଂଲା
  • ରୋଜଗେରେ ଗିନ୍ନି
  • ଏବଂ ଋତୁପର୍ଣ୍ଣୋ
  • ସୁଧୁ ତୋମାରି ଜନ୍ୟୋ
ଜୀ ବାଂଲା
  • ଲାବୋନିୟେର୍ ସାଂସାର୍
ରୂପଶୀ ବାଂଲା
  • ସୋନାୟ ସୋହାଗ

ଆଧାର[ସମ୍ପାଦନା]

  1. "Param Banerji biography". Gomolo. Archived from the original on 14 July 2016. Retrieved 12 August 2012.
  2. "Paroma Banerji interview". Parmo Banerji interview. 17 October 2010. Archived from the original on 23 October 2010. Retrieved 12 August 2012.

ବାହାର ଲିଙ୍କ୍[ସମ୍ପାଦନା]