ପାନୋବିନୋଷ୍ଟାଟ

ଉଇକିପିଡ଼ିଆ‌ରୁ
ପାନୋବିନୋଷ୍ଟାଟ
Clinical data
Trade namesFarydak
SynonymsLBH-589
AHFS/Drugs.commonograph
data
Routes of
administration
By mouth (capsules)
Legal status
Legal status
Pharmacokinetic data
Bioavailability21%[୧]
Protein binding90%[୧]
MetabolismCYP3A (40%), CYP2D6, CYP2C19[୧]
Elimination half-life37 hours[୧]
ExcretionFecal (44–77%), renal (29–51%)[୧]
Identifiers
  • (2E)-N-hydroxy-3-[4-({[2-(2-methyl-1H-indol-3-yl)ethyl]amino}methyl)phenyl]acrylamide
ECHA InfoCard100.230.582 Edit this at Wikidata
Chemical and physical data
FormulaC21H23N3O2
Molar mass୩୪୯.୪୩ g·mol−1
3D model (JSmol)
  • O=C(NO)\C=C\c1ccc(cc1)CNCCc3c2ccccc2[nH]c3C
  • InChI=1S/C21H23N3O2/c1-15-18(19-4-2-3-5-20(19)23-15)12-13-22-14-17-8-6-16(7-9-17)10-11-21(25)24-26/h2-11,22-23,26H,12-14H2,1H3,(H,24,25)/b11-10+ ☒N
  • Key:FPOHNWQLNRZRFC-ZHACJKMWSA-N ☒N
  (verify)

ପାନୋବିନୋଷ୍ଟାଟ (ଇଂରାଜୀ ଭାଷାରେ Panobinostat), ଫାରଡାକ ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ଏକାଧିକ ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅତି କମରେ ଦୁଇ ପ୍ରକାର ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ଏହା ବୋର୍ଟେଜୋମିବ ଏବଂ ଡେକ୍ସାମେଥାଜୋନ ସହିତ ଏକତ୍ର ବ୍ୟବହୃତ ହୁଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କ୍ଲାନ୍ତି, ଅଇ, ଫୁଲା, ଜ୍ୱର, ଓଜନ ହ୍ରାସ, ଉଚ୍ଚ ମ୍ୟାଗ୍ନେସିୟମ୍, ହାଇପୋକ୍ୟାଲସେମିଆ, କମ୍ ପୋଟାସିୟମ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ୍ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କ୍ୟୁଟି (QT ) ବିସ୍ତାର ଏବଂ ସଂକ୍ରମଣ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ହିଷ୍ଟୋନ୍ ଡିଆସେଟିଲେଜ (HDAC) ଇନହିବିଟର ।[୨]

୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାନୋବିନୋଷ୍ଟାଟକୁ ଅନୁମୋଦନ କରାଯାଇଥିଲା ।[୩] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଛଅ ମାତ୍ରାର ମୂଲ୍ୟ ପ୍ରାୟ ୪,୭୦୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Panobinostat Package Insert" (PDF). Archived (PDF) from the original on 2021-04-10. Retrieved 2021-07-07.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 979. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ "Panobinostat Monograph for Professionals". Drugs.com (in ଇଂରାଜୀ). Archived from the original on 9 July 2021. Retrieved 26 October 2021.
  4. "Farydak product details". European Medicines Agency. Archived from the original on 2018-06-20. Retrieved 2022-03-14.
  5. "Farydak Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 May 2021. Retrieved 26 October 2021.