ନିକୋଲା ଟେସ୍ଲା
| ନିକୋଲା ଟେସ୍ଲା | |
|---|---|
୩୭ ବର୍ଷୀୟ ଟେସ୍ଲା, ୧୮୯୩ , ନାପୋଲିଅନ ସରୋନୀଙ୍କ (Napoleon Sarony) ଦ୍ଵାରା ଉତ୍ତୋଳିତ ଫୋଟୋ
|
|
| ଜନ୍ମ | ୧୦ ଜୁଲାଇ ୧୮୫୬ ସ୍ମିଲ୍ଜାନ୍ (Smiljan), ଅଷ୍ଟ୍ରିୟ ସାମ୍ରାଜ୍ୟ (Austrian Empire) (ଅଧୁନା କ୍ରୋଆସିଆ/Croatia) |
| ମୃତ୍ୟୁ | ୭ ଜାନୁଆରି, ୧୯୪୩ (୮୬ ବର୍ଷ) ମ୍ୟାନହାଟନ , ନ୍ୟୁୟର୍କ , ଯୁକ୍ତରାଷ୍ଟ୍ର ଆମେରିକା |
| ବାସସ୍ଥାନ | ସ୍ମିଲ୍ଜାନ୍ (Smiljan), ଅଷ୍ଟ୍ରିୟ ସାମ୍ରାଜ୍ୟ (Austrian Empire) (ଅଧୁନା କ୍ରୋଆସିଆ/Croatia) କାରୋଲୋଭାକ (Karlovac), କ୍ରୋଆସିଆ ବୁଦାପେଷ୍ଟ, ହଙ୍ଗେରୀ ମ୍ୟାନହାଟନ, ଆମେରିକା |
| ନାଗରିକତ୍ଵ | ଅଷ୍ଟ୍ରିୟ ସାମ୍ରାଜ୍ୟ (୧୦ ଜୁଲାଇ ୧୮୫୬ – ୧୮୬୭) ଅଷ୍ଟ୍ରିଆ-ହଙ୍ଗେରୀ (୧୮୬୭ – ୩୧ ଅକ୍ଟୋବର ୧୯୧୮) ଯୁକ୍ତରାଷ୍ଟ୍ର ଆମେରିକା (୩୦ ଜୁଲାଇ ୧୮୯୧ – ୭ ଜାନୁୟାରୀ ୧୯୪୩) |
| ଜାତୀୟତା | ଆମେରକୀୟ |
| କ୍ଷେତ୍ର | ବୈଦୁତିକ ଯନ୍ତ୍ରୀ ଯାନ୍ତ୍ରିକ(ମେକାନିକାଲ) ଯନ୍ତ୍ରୀ |
| ସଂସ୍ଥାନ | Edison Machine Works Tesla Electric Light & Manufacturing Westinghouse Electric & Manufacturing Co. |
| ମାତୃ ସଂସ୍ଥାନ | ଗ୍ରଜ ବୈଷୟିକ ବିଶ୍ୱବିଦ୍ୟାଳୟ (Graz University of Technology) (ଅଧାରୁ ପାଠ ଛାଡିଥିଲେ/dropped out) |
| ଜଣାଶୁଣା |
|
| ପ୍ରଭାବିତ କରିଥିଲେ | ଏର୍ନେଷ୍ଟ ମ୍ୟାକ (Ernst Mach), ଜୋହାନ ଓଲ୍ଫଗ୍ୟାଙ୍ଗ ଭୋନ ଗୋଥେ (Johann Wolfgang von Goethe), ମାର୍କ ତ୍ଵାଇନ (Mark Twain), ସ୍ଵାମୀ ବିବେକାନନ୍ଦ, ଭୋଲଟାଇର (Voltaire) |
| ଆଦର୍ଶ | ଗାନୋ ଡୁନ (Gano Dunn) |
| ଉଲ୍ଲେଖନୀୟ ପୁରସ୍କାର |
|
| ଦସ୍ତଖତ |
|
ନିକୋଲା ଟେସ୍ଲା (ଜୁଲାଇ ୧୦, ୧୮୫୬ - ଜାନୁଆରୀ ୭, ୧୯୪୩) ଜଣେ ସର୍ବୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମିଲ୍ଜାନ୍ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକୀୟ ନାଗରିକ ହୋଇଥିଲେ ।
ଟେସ୍ଲା ରେଡିଓର ଗୋଟିଏ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ୍ ବଦଳରେ ଆବର୍ତ୍ତୀ ବିଦ୍ୟୁତ୍ର ପ୍ରୟୋଗ ପାଇଁ ଟେସ୍ଲା ବେଶ୍ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କରିଲା ବେଳେ କମ୍ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତ୍ର ଚାହିଦା ବଢ଼ିଲା ।
ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।
ଟେସ୍ଲା ନ୍ୟୁୟର୍କର୍ ହୋଟେଲ୍ର ୩୩୨୭ କୋଠରୀରେ ଜାନୁୟାରୀ ୭, ୧୯୪୩ରେ ମୃତ୍ୟୁବରଣ କରିଥିଲେ । ବୁଦାପେଷ୍ଟ୍ରେ ଏକ ଟେଲିଫୋନ୍ କମ୍ପାନୀରେ ସେ ପ୍ରଥମେ ଚାକିରୀ ପାଇଥିଲେ । ସେ ସବୁବେଳେ କିଛି ଉଦ୍ଭାବନ କରୁଥିଲେ । ଟେଲିଫୋନ୍ ପାଇଁ ଲାଉଡ୍ସ୍ପିକର୍ ସେ ଉଦ୍ଭାବନ କରିଥିଲେ । ଟେସ୍ଲା କମ୍ ବୟସରୁ ମାନସିକ ସମସ୍ୟାରେ ପିଡ଼ିତ ଥିଲେ ।
ବିଷୟସୂଚୀ |
ବାଲ୍ୟ ଜୀବନ[ସମ୍ପାଦନା]
ଟେସ୍ଲା ଜୁଲାଇ ୧୦, ୧୮୫୬ରେ ସ୍ମିଜିଲାନ୍, ଅଷ୍ଟ୍ରିଆରେ ଜନ୍ମ ହୋଇଥିଲେ । ତାଙ୍କ ପିତା ସର୍ବୀୟ ଗୀର୍ଜାରେ ଜଣେ ପୂଜକ ଥିଲେ ଓ ତାଙ୍କ ମାତା ଜଣେ ଗୃହିଣୀ ଥିଲେ । ପାଞ୍ଚ ସନ୍ତାନ ଭିତରେ ସେ ୪ର୍ଥ ଥିଲେ, ଉପରେ ଭାଇ ଡେନ୍, ଦୁଇ ଭଉଣୀ ଆଞ୍ଜେଲିକା ଓ ମିଲ୍କା ଓ ତଳେ ଭଉଣୀ ମାର୍ସିଆ ଥିଲେ ।
ଗ୍ୟାଲେରୀ[ସମ୍ପାଦନା]
ଆଧାର[ସମ୍ପାଦନା]
ପୁସ୍ତକ ଉତ୍ସ[ସମ୍ପାଦନା]
Goodman, Robert (1999). Inventors and Explorers of the 20th Century. Allied Publishers. ପୃଷ୍ଠା. 27. ISBN 8424177576. http://books.google.com/books?id=MqUM0Fm-BX4C&source=gbs_navlinks_s. Retrieved February 21, 2011.
Seifer, Marc J (2001). Wizard: the life and times of Nikola Tesla : biography of a genius. Citadel. ISBN 0806519606. http://books.google.com/books?id=h2DTNDFcC14C&source=gbs_navlinks_s. Retrieved February 21, 2011.
ଅନ୍ୟାନ୍ୟ[ସମ୍ପାଦନା]
- ↑ Jonnes 2004, p. 355
ବାହାର ତଥ୍ୟ[ସମ୍ପାଦନା]
| ନିକୋଲା ଟେସ୍ଲା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|
- The Nikola Tesla Museum
- Original Tesla's patents presented in documentary movie by Museum Nikola Tesla
- Tesla Resource Surrounding the PBS "Master of Lightning" documentary
- World of Scientific Biography: Nikola Tesla, by Wolfram Research
- Nikola Tesla Page
- Tesla's grand-nephew William H. Terbo's site
- Nikola Tesla, Forgotten American Scientist
- Tesla Wardenclyffe Project, Long Island New York. Mission is the adaptive reuse of the Wardenclyffe laboratory building.
- Online archive of many of Tesla's writings, articles and published papers
- Seifer, Marc J., and Michael Behar, Electric Mind, Wired Magazine, October 1998.
- Works by Nikola Tesla at Project Gutenberg
- Nikola Tesla's FBI file in pdf
- Kenneth M. Swezey Papers, 1891–1982, Archives Center, National Museum of American History, archival resources.
- The Case Files of Nikola Tesla, Franklin Institute
- Booknotes interview with Jill Jonnes on Empires of Light: Edison, Tesla, Westinghouse and the Race to Electrify the World, 26 October 2003.
- TED Talk On Tesla