ନାଗ ପଞ୍ଚମୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ନାଗ ପଞ୍ଚମୀ
ନିର୍ଦ୍ଦେଶକବିଜୟ ଭାସ୍କର
ପ୍ରଯୋଜକରବିନ୍ଦ୍ର ସାହୁ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟବିଜୟ ଭାସ୍କର
କାହାଣୀରବିନ୍ଦ୍ର ସାହୁ
କଳାକାରବିଜୟ ମହାନ୍ତି
ମହାଶ୍ୱେତା ରାୟ
ମିହିର ଦାସ
ରାଇମୋହନ ପରିଡ଼ା
ଅଶ୍ରୁମୋଚନ ମହାନ୍ତି
ଜୟୀରାମ ସାମଲ
ମାମିନା
ବୀଣା ମହାରଣା
ସସ୍ମିତା ପ୍ରଧାନ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣବି. ସତୀଶ
ସମ୍ପାଦକଅନୀଲ ମଲନାଡ଼
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ନାଗ ପଞ୍ଚମୀ, ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ରବିନ୍ଦ୍ର ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୧] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ବିଜୟ ମହାନ୍ତି, ମହାଶ୍ୱେତା ରାୟ, ମିହିର ଦାସ, ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ଜୟୀରାମ ସାମଲ, ମାମିନା, ବୀଣା ମହାରଣା, ସସ୍ମିତା ପ୍ରଧାନ, କେଶବ, ଗଣେଶ, ରମାକାନ୍ତ, ରଙ୍ଗାଧର, ରୋଜି, କବିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କରରବିନ୍ଦ୍ର ସାହୁ, ପ୍ରଫୁଲ୍ଲ କର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ । କେ.ଏସ୍. ଚିତ୍ରା, ତୃପ୍ତି ଦାସ, ଗୀତା ଦାଶ, ମହାପ୍ରସାଦ କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
  2. "ଓଲିଉଡ୍‌କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]