ଥାୱେ ମନ୍ଦିର

ଉଇକିପିଡ଼ିଆ‌ରୁ
Thawe Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictGopalganj
Location
ସ୍ଥାନThawe
StateBihar
CountryIndia
ଭୌଗଳିକ ଅବସ୍ଥିତି26°25'45"N 84°23'40"E
Website
www.thawe.in

ଥାୱେ ମନ୍ଦିର , ଭାରତୀୟ ରାଜ୍ୟ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଥାୱେଠାରେ ଅବସ୍ଥିତ ।  ମାଁ ଥାୱେୱାଲି ଏହାର ଅଧିଷ୍ଠାତ୍ରୀ ଦେବୀ । ଏହା ଗୋପାଳଗଞ୍ଜ ସହରରୁ ଜାତୀୟ ରାଜପଥରେ ମାତ୍ର 6 କିଲୋମିଟର ଦୂରରେ ଅବସ୍ଥିତ । 

ଗମନାଗମନ [ସମ୍ପାଦନା]

ଏଠାରେ ଥାୱେ ଜଙ୍କସନ ରହିଛି । ମାତ୍ର ବଡ଼ ସହରରୁ ଏଠାକୁ ସିଧା ସଳଖ ସଂଯୋଗ ନାହି । କିନ୍ତୁ ଅଳ୍ପ ଦୂରସ୍ଥ ସୀୱାନ ଷ୍ଟେସନରୁ ସବୁ ବଡ଼ ସହରକୁ ସଂଯୋଗ ରହିଛି । ରାସ୍ତା ଯୋଗେ ଏହା ସୁ ସଂଯୁକ୍ତ । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ । 

ଥାୱେୱାଲି ମାଁ [ସମ୍ପାଦନା]

ଥାୱେ ମନ୍ଦିର ଅଭ୍ୟନ୍ତର 

ଏହି ଅଞ୍ଚଳରେ ମାଁ ଥାୱେୱାଲିଙ୍କୁ ସକ୍ଷଯାତ ଦେବୀ ଭାବରେ ଆରାଧନା କରାଯାଇଥାଏ । କୁହ ଯାଏ କେହି କିଛି ମାନସିକ କାଲେ ମାଁ ନିଶ୍ଚୟ ପୂରଣ କରନ୍ତି । ଏଠାରେ ସୋମବାର ଓ ଶୁକ୍ରବାର ଦିନ ସ୍ୱତନ୍ତ୍ର ପୂଜା ଅର୍ଚନା ହେଇଥାଏ । ଏଠାରେ ଚୈତ୍ର ଓ ଅଶ୍ୱିନ ମାସରେ ମେଳା ହେବା ସହ ନବରାତ୍ର ସମୟରେ ବଡ଼ ଜାକଜମକରେ ପାଳନ କରାଯାଏ । 

ଥାୱେ ମନ୍ଦିର ବାହାର ଦୃଶ୍ୟ 

ଆଧାର [ସମ୍ପାଦନା]

http://www.jaimaathawewali.com