ତମକୁ ଦେଖିଲା ପରେ
ତମକୁ ଦେଖିଲା ପରେ | |
---|---|
ନିର୍ଦ୍ଦେଶକ | ଚନ୍ଦନ ମହାପାତ୍ର |
ପ୍ରଯୋଜକ | ଶୁଭମ ପାଢ଼ୀ |
ସଂଳାପ | ଆଲୋକ ରାୟ |
ଚିତ୍ରନାଟ୍ୟ | ଚନ୍ଦନ ମହାପାତ୍ର |
କାହାଣୀ | ଭାରତୀ ପାଢ଼ୀ |
କଳାକାର | ସମ୍ବିତା ଆଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର, ଝିଲିକ୍ ଭଟ୍ଟାଚାର୍ଯ୍ୟ, ନୈନା ଦାସ, ହରିହର ମହାପତ୍ର, ମୀନକେତନ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୩ ଜାନୁଆରୀ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତମକୁ ଦେଖିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩][୪][୫] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଶୁଭମ ପାଢ଼ୀ ଏବଂ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦନ ମହାପାତ୍ର । ଭାରତୀ ପାଢ଼ୀ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଆଲୋକ ରାୟ ଏହାର ସଂଳାପ ଲେଖିଥିଲେ । ୨୦୧୭ ମସିହା ଜାନୁଆରୀ ୧୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୬] ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ । ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା ମିଶ୍ର, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା ଏବଂ ବିଭୁ କିଶୋର ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୭]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଓ ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ନୈନା ଦାସ ।[୮] ହରିହର ମହାପାତ୍ର, ମୀନକେତନ, ପ୍ରିୟଙ୍କା ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, କ୍ରୀଷ୍ଣା, ନଭ୍ୟା ପ୍ରଭୃତି ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୯]
- ସିଦ୍ଧାନ୍ତ ମହାପାତ୍ର
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୦]
- ନୈନା ଦାସ
- ହରିହର ମହାପାତ୍ର
- ମୀନକେତନ
- ମିହିର ଦାସ
- ପ୍ରିୟଙ୍କା ପଟ୍ଟନାୟକ
- ପ୍ରଦ୍ୟୁମ୍ନ ଲେଙ୍କା
- ଜୀବନ ପଣ୍ଡା
- କ୍ରୀଷ୍ଣା
- ନଭ୍ୟା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ ଗୀତରଚନା କରିଥିଲେ ଅରୁଣ ମନ୍ତ୍ରୀ । ଇରା ମହାନ୍ତି, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଶୈଳଭାମା ମିଶ୍ର, ଅଭିଜୀତ ମିଶ୍ର, ନଭ୍ୟା, ପ୍ରଫୁଲ୍ଲ ବେହେରା ଏବଂ ବିଭୁ କିଶୋର ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ରଙ୍ଗବତୀ ରଙ୍ଗବତୀ" | ନଭ୍ୟା, ପ୍ରଫୁଲ୍ଲ ବେହେରା | ୦୪:୨୭ |
2. | "ଆ କହିଲେ ଜହ୍ନ ଫେରେ" | ହ୍ୟୁମାନ ସାଗର, ଇରା ମହାନ୍ତି | ୦୫:୨୦ |
3. | "ଚାଲି ଯାଉଥିବା ଋତୁଟା" | ବିଷ୍ଣୁମୋହନ କବି, ଇରା ମହାନ୍ତି | ୦୪:୨୬ |
4. | "ସଣ୍ଡେରେ ମୋର ବିଅର ପାର୍ଟି" | ବିଭୁ କିଶୋର, ପ୍ରଫୁଲ୍ଲ ବେହେରା | ୦୫:୦୩ |
5. | "ତମକୁ ଦେଖିଲା ପରେ" | ୦୧:୪୪ | |
6. | "ଜୀବନର ଚଲାବାଟେ" | ଶୈଳଭାମା, ଅଭିଜୀତ ମିଶ୍ର | ୦୪:୫୨ |
ଆଧାର
[ସମ୍ପାଦନା]- ↑ "ଜାନୁଆରୀ ୧୩ରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ତମକୁ ଦେଖିଲା ପରେ". Cine Ctitics. Archived from the original on 23 July 2017. Retrieved 20 July 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଓଲିଉଡ୍: ପ୍ରଥମ ମାସରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା". ସମ୍ବାଦ. 1 February 2017. Archived from the original on 23 July 2017. Retrieved 20 July 2017.
- ↑ ୭.୦ ୭.୧ "Tamaku Dekhila Pare". Odia Movie Database. Archived from the original on 11 April 2017. Retrieved 20 July 2017.
- ↑ "ଫିଲ୍ମ 'ତମକୁ ଦେଖିଲା ପରେ'ରେ ସିଦ୍ଧାନ୍ତ-ନୈନାଙ୍କ ରିଲ୍ ରୋମାନ୍ସ". କନକ ନ୍ୟୁଜ. 13 August 2016. Retrieved 20 July 2017.
- ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତମକୁ ଦେଖିଲା ପରେ