ଡିମସ ଭାଷା

ଉଇକିପିଡ଼ିଆ‌ରୁ
ଡିମସ
Native toଭାରତ
ଅଞ୍ଚଳଆସାମ, ନାଗାଲାଣ୍ଡ
ମାତୃଭାଷୀ
[୧]
ଭାଷା କୋଡ୍
ISO ୬୩୯-୩dis
ଗ୍ଲୋଟୋଲୋଗdima1251
ELPDimasa

ଡିମସ ଭାଷା ଉତ୍ତର-ପୂର୍ବ ଭାରତର ଆସାମନାଗାଲାଣ୍ଡରେ ଡିମସ ଲୋକଙ୍କଦ୍ୱାରା କଥିତ ଏକ ସିନୋ-ତିବ୍ୱତୀୟ ଭାଷା । ସ୍ଥାନୀୟ ଲୋକଙ୍କଦ୍ୱାରା ଏହା "ଗ୍ରାଓ-ଡିମା" ନାମରେ ଜଣା । ଡିମସ ଭାଷା ଟୁଇପ୍ରାସ (ତ୍ରିପୁରୀ) ଭାଷାମାନଙ୍କ ପାଖାପାଖି ।

ଡିମସ ଭାଷା ଉତ୍ତର-ପୂର୍ବ ଭାରତରେ୦୦୦୦୦ (ବିଶେଷ କରି ଆସାମ) କଥିତ ସର୍ବ-ପୁରାତନ ଭାଷାମାନଙ୍କ ଭିତରୁ ଗୋଟିଏ ।

ନାମକରଣ[ସମ୍ପାଦନା]

ଡିମସ ଶବ୍ଦର ଆକ୍ଷରିକ ଅର୍ଥ "ବଡ଼ ନଦୀ-ପୁଅ" ("ଡି"ର ଅର୍ଥ ପାଣି, "ମା" ବିଶାଳ ପାଇଁ ଉପସର୍ଗ, "ସ"ର ଅର୍ଥ ପୁଅଗଣ)। ବଡ଼ ନଦୀ ବ୍ରହ୍ମପୁତ୍ରକୁ ବୁଝାଏ ।

ଲିଖନ ଶୈଳୀ[ସମ୍ପାଦନା]

ଡିମସ ଭାଷାର ସରକାରୀ ଲିପି ନଥିଲେ [୨] ମଧ୍ୟ ଏହା ସାଧାରଣତଃ ମିଥିଳାକ୍ଷରରେ ଲିଖିତ ହୋଇଥାଏ ।[୩]

ଆଧାର[ସମ୍ପାଦନା]