ଡାକୋମିଟିନିବ

ଉଇକିପିଡ଼ିଆ‌ରୁ


ଡାକୋମିଟିନିବ
Clinical data
Pronunciationdak" oh mi' ti nib
Trade namesVizimpro
SynonymsPF-00299804
AHFS/Drugs.commonograph
MedlinePlusa618055
data
Routes of
administration
By mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability80%
Protein binding98%
MetabolismCYP2D6, CYP3A4
MetabolitesO-desmethyl-dacomitinib
Elimination half-life70 hrs
Excretion79% faeces, 3% urine
Identifiers
  • (2E)-N-{4-[(3-Chloro-4-fluorophenyl)amino]-7-methoxy-6-quinazolinyl}-4-(1-piperidinyl)-2-butenamide
Chemical and physical data
FormulaC24H25ClFN5O2
Molar mass୪୬୯.୯୫ g·mol−1
3D model (JSmol)
  • COC1=C(C=C2C(=C1)N=CN=C2NC3=CC(=C(C=C3)F)Cl)NC(=O)/C=C/CN4CCCCC4
  • InChI=1S/C24H25ClFN5O2/c1-33-22-14-20-17(24(28-15-27-20)29-16-7-8-19(26)18(25)12-16)13-21(22)30-23(32)6-5-11-31-9-3-2-4-10-31/h5-8,12-15H,2-4,9-11H2,1H3,(H,30,32)(H,27,28,29)/b6-5+
  • Key:LVXJQMNHJWSHET-AATRIKPKSA-N

ଡାକୋମିଟିନିବ (ଇଂରାଜୀ ଭାଷାରେ Dacomitinib), ଭିଜିମପ୍ରୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ-ଜୀବକୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା କେତେକ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ମ୍ୟୁଟେସନ ସହିତ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ପାଟି ପ୍ରଦାହ, ନେତ୍ରାବରଣ ପ୍ରଦାହ, ଗଲୁ, ଯକୃତ ସମସ୍ୟା ଏବଂ ଅଇ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଇଜିଏଫଆର (EGFR)ର ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[୩]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାକୋମିଟିନିବ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହି ଚିକିତ୍ସା ପିଛା ପ୍ରାୟ ୧୪,୩୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭୦୦ ପାଉଣ୍ଡ ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Dacomitinib Monograph for Professionals". Drugs.com (in ଇଂରାଜୀ). Archived from the original on 1 January 2022. Retrieved 17 December 2021.
  2. ୨.୦ ୨.୧ ୨.୨ "Vizimpro EPAR". European Medicines Agency (EMA). 5 June 2019. Archived from the original on 13 December 2019. Retrieved 13 December 2019.
  3. "Dacomitinib". NCI Drug Dictionary. National Cancer Institute, U.S. Department of Health and Human Services. Archived from the original on 28 April 2015. Retrieved 31 May 2021.
  4. "Vizimpro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 May 2019. Retrieved 17 December 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 1021. ISBN 978-0857114105.