ଜେମ୍‌ସ ୱାଟ

ଉଇକିପିଡ଼ିଆ ରୁ
ଜେମ୍‌ସ ୱାଟ ୱାଟ
ଜେମ୍‌ସ ୱାଟଙ୍କ ଛବି(୧୭୩୬-୧୮୧୯)
ଜନ୍ମ ୧୯ ଜାନୁଆରି ୧୭୩୬(1736-01-19)
ସ୍କଟ୍‌ଲ୍ୟାଣ୍ଡ
ମୃତ୍ୟୁ ୨୫ ଅଗଷ୍ଟ, ୧୮୧୯ (୮୩ ବର୍ଷ)
ଇଂଲଣ୍ଡ୍
ବାସସ୍ଥାନ ଗ୍ରେଟ୍ ବ୍ରିଟେନ୍
ନାଗରିକତ୍ଵ ବିଲାତି
ଜାତୀୟତା ସ୍କଟ୍ଲ୍ୟାଣ୍ଡୀୟ
କ୍ଷେତ୍ର ଉଦ୍ଭାବକ ଏବଂ ଯନ୍ତ୍ର ବିଜ୍ଞାନୀ
ସଂସ୍ଥାନ ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟ
ବୋଲ୍ଟନ୍ ଓ ୱାଟ
ଜଣାଶୁଣା ବାଷ୍ପଚାଳିତ ଯନ୍ତ୍ର
ଦସ୍ତଖତ

ଜେମ୍‌ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା ।[୧]

ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା ।

ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । [୨]ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ ।

ଆଧାର[ସମ୍ପାଦନା]

  1. Hart, Michael H. (2000). The 100: A Ranking of the Most Influential Persons in History. New York: Citadel. ISBN 0-89104-175-3. 
  2. Lira, Carl (2001). "Biography of James Watt". egr.msu.edu. http://www.egr.msu.edu/~lira/supp/steam/wattbio.html. Retrieved 5 July 2010.