ଜୀବ ବିଜ୍ଞାନ
ଉଇକିପିଡ଼ିଆ ରୁ
ଜୀବ ବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ । ଜୀବ କହିଲେ ପୃଥିବୀରେ ବାସକରୁଥିବା ଯେ କୌଣସି ଜୀବନ୍ତ ପ୍ରାଣୀ ବା ଉଦ୍ଭିଦକୁ ବୁଝାଏ ଏବଂ ଜୀବ ବିଜ୍ଞାନ ସେମାନଙ୍କ ବିଷୟରେ ବିଜ୍ଞାନ ଜ୍ଞାନ ପ୍ରଦାନ କରେ । ବିଜ୍ଞାନର ଯେଉଁ ବିଭାଗରେ ଜୀବଜନ୍ତୁ ଏବଂ ସେମାନଙ୍କ ଗୁଣ, ଧର୍ମ ଓ ବିଶେଷତ୍ଵ ବିଷୟରେ ଆଲୋଚନା କରାଯାଏ ତାହାକୁ ଜୀବବିଜ୍ଞାନ କୁହାଯାଏ । ଏହା ଏକ ବିସ୍ତୃତ ବିଷୟ ଯାହାକି ପାଞ୍ଚୋଟି ମୂଖ୍ୟ ମତ ଉପରେ ଆଧାରିତ ।[୧]
- କୋଷ ହେଉଛି ଜୀବନ ଧାରଣାର ଏକକ
- ନୂଆ ପ୍ରାଣୀମାନଙ୍କ ସୃଷ୍ଟି ଓ ବିଭେଦାୟନ ହେଉଛି ସୃଷ୍ଟିର ତିଆରି
- ଜିନ ହେଉଛି ବିଭେଦାୟନର ଏକକ
- କୌଣସି ଏକ ଜୀବ ଏହାର ଅବସ୍ଥାଟିକୁ ସଚଳ ରଖିବା ଲାଗି ତାହାର ଆଭ୍ୟନ୍ତରୀଣ ପରିବେଶକୁ ସେଇ ଅନୁସାରେ ରଖିଥାଏ
- ବଞ୍ଚିଥିବା ଜୀବ ଶକ୍ତି ଗ୍ରହଣ ଓ ପ୍ରବାହ କରିଥାନ୍ତି
ଆଧାର [ସମ୍ପାଦନା]
- ↑ Avila, Vernon L. (1995). Biology: Investigating life on earth. Boston: Jones and Bartlett. pp. 11–18. ISBN 0-86720-942-9.
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିବହିରୁ ବହିଟିଏ ଜାଣିବା: |
| Biology ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
| Wikiversity has learning materials about Biology at |
- OSU's Phylocode
- Biology Online – Wiki Dictionary
- MIT video lecture series on biology
- Biology and Bioethics.
- Biological Systems – Idaho National Laboratory
- The Tree of Life: A multi-authored, distributed Internet project containing information about phylogeny and biodiversity.
- Using the Biological Literature Web Resources
- Journal links
- PLos Biology A peer-reviewed, open-access journal published by the Public Library of Science
- Current Biology General journal publishing original research from all areas of biology
- Biology Letters A high-impact Royal Society journal publishing peer-reviewed Biology papers of general interest
- Science Magazine Internationally Renowned AAAS Science Publication – See Sections of the Life Sciences
- International Journal of Biological Sciences A biological journal publishing significant peer-reviewed scientific papers
- [http://www.press.jhu.edu/journals/perspectives_in_biology_and_medicine/index.html Perspectives in Biology and Medicine An interdisciplinary scholarly journal publishing essays of broad relevance
- Life Science Log
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |