ଜୀବନରଙ୍ଗ

ଉଇକିପିଡ଼ିଆ‌ରୁ

ଜୀବନରଙ୍ଗ ଓଡ଼ିଆ ଭାଷାର ଏକ ସାହିତ୍ୟ ପତ୍ରିକା। ରଣଧୀର ଦାସ (୨୩ ସେପ୍ଟେମ୍ବର ୧୯୩୮ - ୭ ଫେବୃୟାରୀ ୨୦୨୨)ଙ୍କ ସମ୍ପାଦନାରେ ଏହା ୪୫ ବର୍ଷ ଧରି ପ୍ରକାଶିତ ହୋଇଥିଲା[୧]। ଅଗଷ୍ଟ ୧୯୭୨ରେ ସଙ୍କଳିତ ଏହାର ବିଶେଷାଙ୍କ ଓଡ଼ିଆ କଥାଚିତ୍ରର ପ୍ରଥମ ଇତିହାସ।


Randhir Das published Jiban Ranga from Cuttack. It is still around, but it has adopted a different genre. It has become more of a literary magazine now ...[୨]

  1. https://ova.gov.in/de/Author?aid=w8wKN+cl7E4=
  2. "ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2021-02-08. Retrieved 2023-11-23.