ଚାଣକ୍ୟ
ଉଇକିପିଡ଼ିଆ ରୁ
| ଚାଣକ୍ୟ | |
|---|---|
An artist's imagination of Chanakya |
|
| ଜନ୍ମ ଓ ଜନ୍ମସ୍ଥାନ | c. 370 BCE[୧] ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ |
| ତିରୋଧାନ | c. 283 BCE[୧] ପାଟଳୀପୁତ୍ର |
| ଅଲଗା ନାଆଁ | କୈଟିଲ୍ୟ, ବିଷ୍ଣୁଗୁପ୍ତ |
| ସ୍କୁଲ/କଲେଜ | ତକ୍ଷଶିଳା |
| ଜୀବିକା | Professor and royal advisor |
| ପ୍ରସିଦ୍ଧି | Foundation of the ମୌର୍ଯ୍ୟ ସାମ୍ରାଜ୍ୟ |
| ଜଣାଶୁଣା କାମସବୁ | ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି |
ଚାଣକ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831)[୨] ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।
ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସ ର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।
ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର[୩] ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।
ବିଷୟସୂଚୀ |
ଜନ୍ମ [ସମ୍ପାଦନା]
କୃତିତ୍ତ୍ଵ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ୧.୦ ୧.୧ V. K. Subramanian (1980). Maxims of Chanakya: Kautilya. Abhinav Publications. ପୃଷ୍ଠା. 1–. ISBN 978-0-8364-0616-0. http://books.google.com/books?id=HILzeFz0394C&pg=PA1. Retrieved 2012-06-06.
- ↑ S. K. Agarwal (1 September 2008). Towards Improving Governance. Academic Foundation. ପୃଷ୍ଠା. 17. ISBN 978-81-7188-666-1. http://books.google.com/books?id=1nIkFqh_TmEC&pg=PA17. Retrieved 2012-06-06.
- ↑ Mabbett, I. W. (1964). "The Date of the Arthaśāstra". Journal of the American Oriental Society (American Oriental Society) 84 (2): 162–169. doi:10.2307/597102. ISSN 0003-0279. http://jstor.org/stable/597102.
ବାହାର ତଥ୍ୟ [ସମ୍ପାଦନା]
| ଉଇକି କଥାରେ ଚାଣକ୍ୟ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
- [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |