ଘର

ଉଇକିପିଡ଼ିଆ ରୁ

ପରିଚୟ [ସମ୍ପାଦନା]

ଘର କହିଲେ ସାଧାରଣତଃ ମଣିଷ ରହୁଥିବା ବାସଗୃହକୁ ବୁଝାଇଥାଏ । ଘର ରହିବା ଉଦ୍ଦେଶ୍ୟରେ ତିଆରି ହେଇଥାଏ । ଏହାଛଡା ଅଧାତିଆରି ହୋଇଥିବା ଘରକୁ ମଧ୍ୟ ଘର କୁହାଯାଏ ।

ପ୍ରକାର [ସମ୍ପାଦନା]

ଘର ବିଭିନ୍ନ ପ୍ରକାରର ଅଛି, କିନ୍ତୁ କେତେକ ସାଧାରଣ ପ୍ରକାରର ଘର ହେଉଛି

  1. ମାଟି ଘର
  1. ପକ୍କା ଘର

ଇତ୍ୟାଦି

ଗଠନ ପ୍ରଣାଳୀ [ସମ୍ପାଦନା]

ଏହାର ପ୍ରକାରକୁ ନେଇ ଗଠନ ପ୍ରଣାଳୀରେ ବିଭିନ୍ନତା ଦେଖାଯାଏ ।