ଗୁରୁ ନାନକ
ଉଇକିପିଡ଼ିଆ ରୁ
| ଗୁରୁ ନାନକ | |
|---|---|
A rare Tanjore style painting from the late 19th century depicting the ten Sikh Gurus. Guru Nanak is in the centre. |
|
| ଜନ୍ମ ଓ ଜନ୍ମସ୍ଥାନ | 15 April 1469 Nankana Sahib (now in Punjab, Pakistan) |
| ତିରୋଧାନ | 22 September 1539 |
| ରହିଥିବା ଜାଗା | Kartarpur (undivided India, now in Pakistan) |
| ଆଞ୍ଚଳିକତା | ପଞ୍ଜାବୀ |
| ବାପା ମା | Father: Kalu Mehta Mother: Mata Tripta |
ଗୁରୁ ନାନକ ଲାହୋର ନିକଟବର୍ତ୍ତୀ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଅଲ୍ପ ବୟସରେ ସଂସାର ତ୍ୟାଗ କରି ଧର୍ମଜ୍ଞାନ ଲାଭ ନିମିତ୍ତ ଭାରତର ନାନା ସ୍ଥାନ ପରିଦର୍ଶନ କରିଥିଲେ । କଥିତ ଅଛି, ସେ ଇସଲାସ ଧର୍ମର ମୂଳତତ୍ତ୍ଵ ଅବଗତ ହେବା ନିମିତ୍ତ ସୁଦୂର ମକ୍କା ଓ ବାଗଦାଦକୁ ଯାତ୍ରା କରିଥିଲେ । ଶେଷ ଜୀବନରେ ସେ ପଞ୍ଜାବର କର୍ତ୍ତତପୁର ନାମକ ସ୍ଥାନରେ ଅବସ୍ଥାନ କରି ସ୍ଵ ଧର୍ମମତ ପ୍ରଚାର କରିଥିଲେ । ୧୫୩୮ ଖ୍ରୀଷ୍ଟାବ୍ଦରେ ଦେହ ତ୍ୟାଗ କରିଥିଲେ । [୧]
ବିଷୟସୂଚୀ |
ପ୍ରାଥମିକ ଜୀବନ [ସମ୍ପାଦନା]
ଧର୍ମ ପ୍ରଚାର [ସମ୍ପାଦନା]
ହିନ୍ଦୁ ଓ ଇସଲାମର ମୌଳିକ ସତ୍ୟଗୁଡିକ ଏକତ୍ର କରି ସେ ଶିଖ ନାମକ ନୂତନ ଧର୍ମ ପ୍ରଚାର କରିଥିଲେ । ଏହାର ମୂଳତତ୍ତ୍ଵ ହେଲା ହିନ୍ଦୁ ଓ ମୁସଲମାନ ମାନେ ଅଭିନ୍ନ ଏବଂ ଇଶ୍ଵର ଏକ ଓ ଇଶ୍ଵରପ୍ରେମ ହିଁ ମୋକ୍ଷଲାଭର ଏକମାତ୍ର ଉପାୟ । [୨]ନାମ (ଈଶ୍ଵର ନାମକୀର୍ତ୍ତନ) , ଦାନ ଓ ସ୍ନାନ ଶିଖ ଧର୍ମର ସାରମର୍ମ । ଉଭୟ ହିନ୍ଦୁ ଓ ମୁସଲମାନ ଉକ୍ତ ଧର୍ମରେ ଦୀକ୍ଷିତ ହୋଇଥିଲେ । [୩]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
- Guru Nanak Dev Ji
- First Sikh Guru Nanak Dev Ji
- Singh, Kirpal (First edition March 2004). "Janamsakhi Tradition - An Analaytical Study". globalsikhstudies.net. http://www.globalsikhstudies.net/pdf/janamsakhi.pdf. Retrieved 29 November 2010.
- Guru Nanak by Jyotsna Kamat
- http://www.youtube.com/user/GAGANJAKHU#p/u/14/MdPutY2H3ko
- http://www.sikhnugget.com/2010/09/new-documentary-on-guru-nanak.html
- Shree Guru Nanak Dev Quotes in English and Hindi
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |