ଗିଲଟେରିଟିନିବ

ଉଇକିପିଡ଼ିଆ‌ରୁ
ଗିଲଟେରିଟିନିବ
Clinical data
Trade namesXospata
AHFS/Drugs.commonograph
MedlinePlusa619003
data
Pregnancy
category
Routes of
administration
By mouth
Legal status
Legal status
Identifiers
  • 6-Ethyl-3-[3-methoxy-4-[4-(4-methylpiperazin-1-yl)piperidin-1-yl]anilino]-5-(oxan-4-ylamino)pyrazine-2-carboxamide
Chemical and physical data
FormulaC29H44N8O3
Molar mass୫୫୨.୭୨ g·mol−1
3D model (JSmol)
  • CCc1nc(C(=O)N)c(Nc2ccc(N3CCC(CC3)N4CCN(C)CC4)c(OC)c2)nc1NC5CCOCC5
  • InChI=1S/C29H44N8O3/c1-4-23-28(31-20-9-17-40-18-10-20)34-29(26(33-23)27(30)38)32-21-5-6-24(25(19-21)39-3)37-11-7-22(8-12-37)36-15-13-35(2)14-16-36/h5-6,19-20,22H,4,7-18H2,1-3H3,(H2,30,38)(H2,31,32,34)
  • Key:GYQYAJJFPNQOOW-UHFFFAOYSA-N

ଗିଲଟେରିଟିନିବ (ଇଂରାଜୀ ଭାଷାରେ Gilteritinib), ଜୋସପାଟା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଲିଉକେମିଆ (AML) ରୋଗରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ନିର୍ଦ୍ଦିଷ୍ଟ ଭାବରେ ଏହି ରୋଗ ନିମନ୍ତେ ଅନ୍ୟାନ୍ୟ ଚିକିତ୍ସା ବିଫଳ ହୋଇଥଲେ ଏବଂ ନିର୍ଦ୍ଦିଷ୍ଟ ଏଫଏଲଟି୩ (FLT3) ପରିବର୍ତ୍ତନ ବା ମ୍ୟୁଟେସନ ଥିଲେ ଏହି ଔଷଧ ବହୃତ ହୁଏ | [୭] ଏହା ପାଟିରେ ଦିଆଯାଏ ।[୭] ଏହାର ଉପକାର ମିଳିବା ପାଇଁ ଛଅ ମାସ ଆବଶ୍ୟକ ହୋଇପାରେ ।[୮]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଥକ୍କାଣ, ତରଳ ଝାଡ଼ା, ଅଇ, କାଶ, ଫୁଲା, ଅଣନିଶ୍ୱାସ, ନିମ୍ନ ରକ୍ତଚାପ ଏବଂ ଯନ୍ତ୍ରଣା ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଭିନ୍ନତା ସିଣ୍ଡ୍ରୋମ (differentiation syndrome), ଅନିୟମିତ ହୃତ୍ ସ୍ପନ୍ଦନ, ଆନାଫାଇଲକ୍‌ସିସ ଏବଂ ପୋଷ୍ଟିରିଅର୍ ରିଭର୍ସିବଲ୍ ଏନସେଫାଲୋପାଥି ସିଣ୍ଡ୍ରୋମ (PRES) ହୋଇପାରେ ।[୬] [୭] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ।[୭] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଏଫଏଲଟି୩କୁ ଅବରୋଧ କରିଥାଏ । [୬]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର, ୨୦୧୯ରେ ୟୁରୋପ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ଗିଲଟେରିନିବ ଅନୁମୋଦିତ ହୋଇଥିଲା ।[୫] [୬] [୯] ଯୁକ୍ତରାଜ୍ୟରେ ୪ ସପ୍ତାହ ବ୍ୟବ‌ହାର କଲେ ପ୍ରାୟ ୧୪,୨୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୩,୭୦୦ ଡଲାର ଅଟେ ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Xospata Australian prescription medicine decision summary". Therapeutic Goods Administration (TGA). 11 April 2020. Archived from the original on 10 December 2020. Retrieved 16 August 2020.
  2. "Gilteritinib (Xospata) Use During Pregnancy". Drugs.com. 20 August 2019. Archived from the original on 21 October 2020. Retrieved 16 August 2020.
  3. "Xospata EPAR". European Medicines Agency (EMA). 16 September 2019. Archived from the original on 9 December 2020. Retrieved 16 August 2020.
  4. "Xospata 40 mg film-coated tablets - Summary of Product Characteristics (SmPC)". (emc). 13 November 2019. Archived from the original on 8 December 2020. Retrieved 16 August 2020.
  5. ୫.୦ ୫.୧ "Xospata- gilteritinib tablet". DailyMed. 31 May 2019. Archived from the original on 9 December 2020. Retrieved 16 August 2020.
  6. ୬.୦ ୬.୧ ୬.୨ ୬.୩ ୬.୪ "Xospata". Archived from the original on 9 December 2020. Retrieved 3 December 2021.
  7. ୭.୦ ୭.୧ ୭.୨ ୭.୩ "Gilteritinib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 3 December 2021.
  8. ୮.୦ ୮.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1027. ISBN 978-0857114105.
  9. "AusPAR: Gilteritinib (as fumarate)". Therapeutic Goods Administration (TGA). 11 September 2020. Archived from the original on 10 December 2020. Retrieved 23 September 2020.
  10. "Xospata Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 3 December 2021.