ଗାଲାଣ୍ଟାମାଇନ

ଉଇକିପିଡ଼ିଆ‌ରୁ
ଗାଲାଣ୍ଟାମାଇନ
Clinical data
Trade namesRazadyne, Reminyl, GalantaMind, others
SynonymsGalantamine hydrobromide
AHFS/Drugs.commonograph
MedlinePlusa699058
data
Pregnancy
category
Routes of
administration
By mouth
Legal status
Legal status
  • EU: Rx-only [୨]
  • ℞ (Prescription only)
Pharmacokinetic data
Bioavailability80–100%
Protein binding18%
MetabolismLiver partially CYP450:CYP2D6/3A4 substrate
Elimination half-life7 hours
ExcretionKidney (95%, of which 32% unchanged), fecal (5%)
Identifiers
  • (4aS,6R,8aS)-5,6,9,10,11,12-Hexahydro-3-methoxy-11-methyl-4aH-[1]benzofuro[3a,3,2-ef][2]benzazepin-6-ol
ECHA InfoCard100.118.289 Edit this at Wikidata
Chemical and physical data
FormulaC17H21NO3
Molar mass୨୮୭.୩୬ g·mol−1
3D model (JSmol)
Melting point126.5 °C (259.7 °F)
  • O(c2c1O[C@H]4C[C@@H](O)/C=C\[C@@]43c1c(cc2)CN(C)CC3)C
  • InChI=1S/C17H21NO3/c1-18-8-7-17-6-5-12(19)9-14(17)21-16-13(20-2)4-3-11(10-18)15(16)17/h3-6,12,14,19H,7-10H2,1-2H3/t12-,14-,17-/m0/s1 checkY
  • Key:ASUTZQLVASHGKV-JDFRZJQESA-N checkY
  (verify)

ଗାଲାଣ୍ଟାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରାଜାଡାଇନ, ହେଉଛି ଏକ ଔଷଧ ଯାହା ସାମାନ୍ୟରୁ ମଧ୍ୟମ ଧରଣରଆଲଜିମର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩][୪] ଡିମେନ୍ସିଆ ଉଇଥ ଲୁଇ ବଡିଜ ରୋଗରେ କୌଣସି ଚିକିତ୍ସା ଫଳପ୍ରଦ ନ ହେଲେ ଏହା ବ୍ୟବହୃତ ହୋଇପାରେ ।[୫] ଜ୍ଞାନାତ୍ମକ ଦୁର୍ବଳତା ଥିଲେ ଏହି ଔଷଧଦ୍ୱାରା ଫଳାଫଳ ଖରାପ ହୋଇପାରେ। ।[୩] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଉଚ୍ଚ ରକ୍ତଚାପ ଏବଂ କମ୍ପନ ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଖାଦ୍ୟନଳୀ ରକ୍ତସ୍ରାବ, ୟୁରିନାରି ରିଟେନସନ, ବାତ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ ।[୩] ଏହା ଏକ ଆଣ୍ଟିକୋଲିନ‌ଇଷ୍ଟେରେଜ ଇନହିବିଟର ଯାହା ମସ୍ତିଷ୍କରେ ଥିବା କୋଲିନରଜିକ୍ ସିନାପ୍ସରେ ଆସେଟିଲକୋଲିନ୍ ବୃଦ୍ଧି କରେଇଥାଏ ।[୫] [୩]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଗାଲାଣ୍ଟାମାଇନ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ପାଇଁ ୮୦ ପାଉଣ୍ଡ ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଔଷଧ ମୂଲ୍ୟ ପ୍ରାୟ୬୬ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Galantamine Use During Pregnancy". Drugs.com. 18 February 2019. Archived from the original on 25 February 2020. Retrieved 24 February 2020.
  2. "Archive copy" (PDF). Archived (PDF) from the original on 2021-10-31. Retrieved 2021-09-26.{{cite web}}: CS1 maint: archived copy as title (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Galantamine Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 2 December 2021.
  4. Birks J (January 2006). "Cholinesterase inhibitors for Alzheimer's disease". The Cochrane Database of Systematic Reviews (1): CD005593. doi:10.1002/14651858.CD005593. PMID 16437532.
  5. ୫.୦ ୫.୧ ୫.୨ ୫.୩ ୫.୪ BNF 81: March-September 2021. BMJ Group and the Pharmaceutical Press. 2021. p. 318. ISBN 978-0857114105.
  6. "Galantamine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 October 2021. Retrieved 2 December 2021.