ଗାନାକ୍ସୋଲୋନ

ଉଇକିପିଡ଼ିଆ‌ରୁ
ଗାନାକ୍ସୋଲୋନ
Clinical data
Trade namesZtalmy
SynonymsGNX; CCD-1042; 3β-Methyl-5α-pregnan-3α-ol-20-one; 3α-Hydroxy-3β-methyl-5α-pregnan-20-one
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 1-[(3R,5S,8R,9S,10S,13S,14S,17S)-3-Hydroxy-3,10,13-trimethyl-1,2,4,5,6,7,8,9,11,12,14,15,16,17-tetradecahydrocyclopenta[a]phenanthren-17-yl]ethanone
ECHA InfoCard100.210.937 Edit this at Wikidata
Chemical and physical data
FormulaC22H36O2
Molar mass୩୩୨.୫୩ g·mol−1
3D model (JSmol)
  • CC(=O)[C@H]1CC[C@@H]2[C@@]1(CC[C@H]3[C@H]2CC[C@@H]4[C@@]3(CC[C@@](C4)(C)O)C)C
  • InChI=1S/C22H36O2/c1-14(23)17-7-8-18-16-6-5-15-13-20(2,24)11-12-21(15,3)19(16)9-10-22(17,18)4/h15-19,24H,5-13H2,1-4H3/t15-,16-,17+,18-,19-,20+,21-,22+/m0/s1 ☒N
  • Key:PGTVWKLGGCQMBR-FLBATMFCSA-N ☒N
  (verify)

ଗାନାକ୍ସୋଲୋନ (ଇଂରାଜୀ ଭାଷାରେ Ganaxolone), Ztalmy ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଇକ୍ଲିନ୍-ନିର୍ଭରଶୀଳ କାଇନେଜ-ପରି ୫ ସିଡିଏକଏଲସି (CDKL5) ଅଭାବ ବ୍ୟାଧି (CDD) ଥିବା ଲୋକଙ୍କ ବାତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅତି କମରେ ୨ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଜ୍ୱର, ଲାଳ ବୃଦ୍ଧି, ଏବଂ ଋତୁକାଳୀନ ଆଲର୍ଜି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ ।[୧] ଏହା ଏକ ସ୍ନାୟୁ ସକ୍ରିୟ ଗାମା-ଆମିନୋବୁଟାଇରିକ୍ ଏସିଡ୍ (GABA) ସ୍ଟିରଏଡ ଯାହା ଏକ ରିସେପ୍ଟର ପଜିଟିଭ୍ ମଡ୍ୟୁଲେଟର ।[୧]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗାନାକ୍ସୋଲୋନ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପରେ ଏକ ଅନାଥ ଔଷଧ ଏବଂ ୨୦୨୨ ସୁଦ୍ଧା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ମସିହାରୁ ପ୍ରାୟ ୪.୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହାର ମୂଲ୍ୟ ୧୩୩,୦୦୦ ଡଲାର ଅଟେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - ZTALMY- ganaxolone suspension". dailymed.nlm.nih.gov. Archived from the original on 12 December 2022. Retrieved 11 December 2022.
  2. ୨.୦ ୨.୧ "Ganaxolone". SPS - Specialist Pharmacy Service. 17 September 2020. Archived from the original on 25 September 2021. Retrieved 11 December 2022.