ଖଲିଦା ଅକ୍ତର କଳ୍ପନା

ଉଇକିପିଡ଼ିଆ‌ରୁ
ଖଲିଦା ଅକ୍ତର କଳ୍ପନା
খালেদা আক্তার কল্পনা
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪–ଏବେଯାଏଁ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଖଲିଦା ଅକ୍ତର କଳ୍ପନା ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । [୧][୨] ସେ ଥିଏଟର, ମଡେଲିଂ[୩] ଏବଂ ନାଟକରେ ମଧ୍ୟ ଅଭିନୟ କରନ୍ତି ।[୪][୫] ସେ ୧୯୮୯ ମସିହାରେ ଦି ମାଷ୍ଟର ଅଫ୍ ଜିନ୍ସ୍ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ତିନ କନ୍ୟା (୧୯୮୫)
  • ଢାକା ୮୬ (୧୯୮୬)
  • ସନ୍ଧି (୧୯୮୭)
  • ଦାୟୀ କେ? (୧୯୮୭)
  • ଆଗମନ (୧୯୮୮)
  • ବୀର ପୁରୁଷ (୧୯୮୮)
  • ଜିନେର ବାଦଶା (୧୯୮୯)
  • ବବି (୧୯୯୦)
  • ପଦ୍ମା ମେଘନା ଯମୁନା (୧୯୯୧)
  • ସନ୍ତ୍ରାସ (୧୯୯୧)
  • ଲକ୍ଷ୍ମୀର ସଂସାର (୧୯୯୨)
  • ଚାକର (୧୯୯୨)
  • ଅନ୍ଧ ପ୍ରେମ (୧୯୯୩)
  • ଦୋଲା (୧୯୯୩)
  • କେୟାମତ ଥେକେ କେୟାମତ (୧୯୯୩)
  • ବାବାର ଆଦେଶ (୧୯୯୫)
  • ପାଲାବି କୋଥାୟ (୧୯୯୭)
  • ଆନନ୍ଦ ଅଶ୍ରୁ (୧୯୯୭)
  • ଲାଲ ବାଦଶା (୧୯୯୯)
  • ଶିକାରୀ (୨୦୦୧)
  • ବିଚ୍ଚୁ ବାହିନୀ (୨୦୦୧)
  • ଜୁୟାଡ଼ୀ (୨୦୦୨)
  • ଭାଲବାସା କାରେ କୟ (୨୦୦୨)
  • ସାହସୀ ମାନୁଷ ଚାଇ (୨୦୦୩)
  • ମେଘେର ପରେ ମେଘ (୨୦୦୪)
  • ଲାଲ ସବୁଜ (୨୦୦୫)
  • ଦାପଟ (୨୦୦୬)
  • ସ୍ୱାମୀର ସଂସାର (୨୦୦୭)
  • ଅସ୍ତ୍ରଧାରୀ ରାନା (୨୦୦୭)
  • ବଉୟେର ଜ୍ୱାଲା (୨୦୦୭)
  • ଏ ଚୋଖେ ଶୁଧୁ ତୁମି (୨୦୦୮)
  • ଭାଲବାସାର ଦୁଶମନ (୨୦୦୮)
  • ମେମ ସାହେବ (୨୦୦୮)
  • ଆମାର ପ୍ରାଣେର ପ୍ରିୟା (୨୦୦୯)
  • ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
  • ପୃଥିବୀ ଟାକାର ଗୋଲାମ (୨୦୦୯)
  • ସୂର୍ଯେର ମା ଜମିଦାର (୨୦୧୦)
  • ଭାଲୋବାସଲେଇ ଘର ବାଁଧା ଯାୟ ନା (୨୦୧୦)
  • ଗହୀନେ ଶବ୍ଦ (୨୦୧୦)
  • ଅସ୍ତ୍ର ଛାଡ଼ୋ କଲମ ଧରୋ (୨୦୧୧)
  • କୁସୁମ କୁସୁମ ପ୍ରେମ (୨୦୧୧)
  • ତୋମାର ସୁଖଇ ଆମାର ସୁଖ (୨୦୧୨)
  • ଡନ ନାମ୍ବାର ଓୟାନ (୨୦୧୨)
  • ବାଂଲାଦେଶୀ (୨୦୧୨)
  • ବୁକ ଫାଟେ ତୋ ମୁଖ ଫୁଟେ ନା (୨୦୧୨)
  • ତୋମାରଇ ଆଛି ତୋମାରଇ ଥାକବ (୨୦୧୩)
  • ୭୧ ଏର ଗେରିଲା (୨୦୧୩)
  • ତୁଇ ଶୁଧୁ ଆମାର (୨୦୧୪)

ଡ୍ରାମା[ସମ୍ପାଦନା]

  • ଏମ୍ପ୍‌ଟି ପକେଟ୍
  • ମ୍ୟାନ୍ ପାୱାର୍
  • ଉରାଲ ପଙ୍ଖି ମୋନ
  • ସୋନାଲୁ ଫୁଲ୍ ନିଲାଞ୍ଜନା
  • ବୟାନ୍ନୋ ଗଲିର୍ ଏକ୍ ଗଲି
  • ପାନି ଯୁଦ୍ୟୋ (ପ୍ୟାକେଜ୍)
  • ରବେୟା
  • ନକ୍‌ସି କଥାର ମ୍ୟାଥ୍ (ଟେଲିଫିଲ୍ମ)
  • ବିନ୍ଦୁ ନୋୟ ବ୍ରିଟ୍ଟୋ
  • ବନଫୁଲେର ଗ୍ରହଣ

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୧୯୯୨ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଦ ମାଷ୍ଟର ଅଫ୍ ଜିନ୍ସ୍ ବିଜୟୀ

ଆଧାର[ସମ୍ପାଦନା]

  1. Hafez Ahmed. "G. M. Saikat made a century in making TV dramas". The New Today. Archived from the original on 2019-01-03. Retrieved 2022-11-11.
  2. "Ferdousi works for Eid play". Daily Sun. Dhaka. Archived from the original on 2016-11-20.
  3. ইমরানের গানের মডেল খালেদা আক্তার কল্পনা [Khaleda Aktar Kolpona is the model of Imran's song]. Prothom Alo (in Bengali). Archived from the original on 2016-10-03. Retrieved 2022-11-11.
  4. সবার প্রিয় মা... - আনন্দ বিনোদন. The Daily Ittefaq (in Bengali).
  5. নতুন ধারাবাহিক ও বিজ্ঞাপনে খালেদা আক্তার কল্পনা. Daily Manab Zamin (in Bengali).
  6. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.

ବାହାର ଆଧାର[ସମ୍ପାଦନା]