କୋଇଲି
ଉଇକିପିଡ଼ିଆ ରୁ
| କୋଇଲି | |
|---|---|
| ମାଇ ପକ୍ଷୀ | |
| ଅଣ୍ଡିରା ପକ୍ଷୀ | |
| Conservation status | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Animalia |
| ସଂଘ: | Chordata |
| ବର୍ଗ: | Aves |
| ଗଣ: | Cuculiformes |
| କୁଳ: | Cuculidae |
| ପ୍ରଜାତି: | Eudynamys |
| ଜାତି: | E. scolopaceus |
| ବାଇନୋମିଆଲ ନାଆଁ | |
| Eudynamys scolopaceus (Linnaeus, 1758) |
|
| The distribution of Asian Koel in black[୨] | |
| Synonyms | |
|
Cuculus scolopaceus |
|
କୋଇଲି ଏକ ପ୍ରକାର ପକ୍ଷୀ ı ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ıଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି । କୋଇଲିର ଆକାର ୩୯ରୁ ୪୬ ସେ.ମି ଓ ରଙ୍ଗ କଳା ıଏହାର ଲାଞ୍ଜ ଲମ୍ବା ହେଇଥିବା ବେଳେ ପରରେ ସାମାନ୍ୟ ଚିହ୍ନ ରହିଥିବା ଦେଖିବାକୁ ମିଳେ । ଥଣ୍ଟ ଛୋଟ ଓ ମୁନିଆଯୁକ୍ତ ıଅଣ୍ଡିରା ପକ୍ଷୀଙ୍କ ଆକାର ସମ୍ପୂର୍ଣ୍ଣ କଳାହେଇଥିବା ବେଳେ ଥଣ୍ଟ ହଳଦିଆ ଓ ସବୁଜ ମିଶା । ମାଈ ପକ୍ଷୀ ଗାଢ ଧୂସର ı ଏ ମାନଙ୍କ ଶରୀରରେ ଧଳା ଚିହ୍ନ ଦେଖିବାକୁ ମିଳେ । ମାଈ ପକ୍ଷୀଙ୍କର ଥଣ୍ଟ ସବୁଜ ଓ ଆଖି ଲାଲ ıଅଣ୍ଡିରା ପକ୍ଷୀଙ୍କ ଠାରୁ ମାଈ ପକ୍ଷୀ ସାମାନ୍ୟ ଛୋଟ । ଏମାନେ ଅଧିକ ଉଚ୍ଚ ଗଛରେ ବସା ବାନ୍ଧି ରହିଥାନ୍ତି ıଏମାନେ ମାଂସାଶୀ ı
ଆଧାର [ସମ୍ପାଦନା]
- ↑ BirdLife International (2009). "Eudynamys scolopaceus". IUCN Red List of Threatened Species. Version 2009.2. International Union for Conservation of Nature. http://www.iucnredlist.org/apps/redlist/details/142285.
- ↑ Johnsgard, PA (1997). The avian brood parasites: deception at the nest. Oxford University Press. ପୃଷ୍ଠା. 259. ISBN 0-19-511042-0.
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Eudynamys scolopaceus ଉପରେ ମାଧ୍ୟମ ରହିଅଛି |
- Song of the Indian Koel
- Common Koel videos, photos & sounds on the Internet Bird Collection
- Calls, Xeno-Canto Asia
- The Koel in Singapore