କାସ ଅଧିତ୍ୟକା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କାସ ଅଧିତ୍ୟକା
କାସ ପଠାର (ମରାଠୀ)
KAAS VALLEY OF FLOWERS
ମାଳଭୂମି
Nickname: 
କାସ ପଠାର
ଦେଶଭାରତ
ରାଜ୍ୟମହାରାଷ୍ଟ୍ର
ଜିଲ୍ଲାସାତାରା
Elevation
1,200 m (3,900 ft)
Languages
 • OfficialMarathi
Time zoneIST
ପିନ୍ କୋଡ୍
415 xxx
ଦୂରଭାଷ କୋଡ୍02162
ଯାନବାହାନ ପଞ୍ଚୀକରଣMH-11

କାସ ଅଧିତ୍ୟକା ଯାହାକୁ ସ୍ଥାନୀୟ ଲୋକେ "କାସ ପଠାର" ବୋଲି କହନ୍ତି, ତାହା ପଶ୍ଚିମ ଘାଟ (ସହ୍ୟାଦ୍ରି) ପର୍ବତମାଳା ଅନ୍ତର୍ଗତ ୧୦୦ ହେକ୍ଟର ବିସ୍ତୃତ ଏକ ମାଳଭୂମି। ଏହା ମହାରାଷ୍ଟ୍ରର ସାତାରା ସହରଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଅବସ୍ଥିତ।

ନାମ କରଣ[ସମ୍ପାଦନା]

ଉପତ୍ୟକାର ନାମ କାସ ଗଛ (Elaeocarpus glandulosus)ରୁ ଆସିଅଛି। ଏହି ଗଛର ପତ୍ର ଗୁଡ଼ିକ ପରିପକ୍ୱ ହେଲେ ଲାଲ ବର୍ଣ୍ଣ ଧାରଣ କରିଥାନ୍ତି। ମାର୍ଚ ମାସରେ ମାତ୍ର ୧୫ ଦିନ ପାଇଁ ଏଇ ଗଛରେ ଧଳା ରଙ୍ଗର ଫୁଲ ଫୁଟିଥାଏ।

Cynotis tuberosa
Murdannia lanuginosa

ବିଶେଷତା[ସମ୍ପାଦନା]

ଅଧିତ୍ୟକାଟି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବଣୁଆ ଫୁଲରେ ଭରିଯାଏ। ପ୍ରାୟ ୮୫୦ରୁ ଅଧିକ ଜାତିର ଫୁଲ, ଗୁଳ୍ମ ଓ ଲତା ଏଠାରେ ଦେଖିବାକୁ ମିଳେ। ଏଠାରେ ଫୁଟୁଥିବା ଫୁଲଗୁଡ଼ିକ ପ୍ରାୟ ୨ରୁ ୩ ସପ୍ତାହ ପାଇଁ ପୂର୍ଣ୍ଣ ବିକଶିତ ହୋଇ ଶୋଭା ପାଇଥାନ୍ତି, ଯଦିଓ ଏହା ମୌସୁମୀ ଓ ପାଣିପାଗର ସ୍ଥିତି ଉପରେ ନିର୍ଭର କରିଥାଏ। ଏବେ ଏହାକୁ ଜୈବବିବିଧତା ବିଶ୍ୱ ଐତିହ୍ୟ ସ୍ଥଳ(Biodiversity World heritage site) ଭାବରେ ମାନ୍ୟତା ୟୁନେସ୍କୋଙ୍କଠାରୁ (United Nations Educational Scientific and Cultural Organization) (UNESCO) ମିଳିଛି।[୧][୨]

ଏହା ତଳକୁ ସର୍ପିଳ ରାସ୍ତା ଦେଇ ଗଲେ କାସ ତାଲାବ ନାମରେ ଏକ ମଧୁର ଜଳ ହ୍ରଦ ଅରଣ୍ୟ ପରିବେଷ୍ଟିତ ମନୋରମ ସ୍ଥାନରେ ରହିଛି। ଏହି ହ୍ରଦର ବାମ ପଟକୁ ସଜ୍ଜନ ଗଡ଼ ଦୁର୍ଗ ଓ ଡାହାଣକୁ କହ୍ନର ବନ୍ଧ ରହିଛି। ଏହା ବଣ ଭୋଜୀ କରିବାର ଏକ ଲୋକପ୍ରିୟ ସ୍ଥଳ।

ଫୁଲ[ସମ୍ପାଦନା]

କାସ ଅଧିତ୍ୟକାରେ ଦେଖା ​ଯାଉଥିବା ଫୁଲ ଗୁଡ଼ିକର ବୈଜ୍ଞାନିକ ନାମ

ବୈଜ୍ଞାନିକ ନାମ ମରାଠୀ ନାମ
Ceropegia Vincaefolia କାଣ୍ଟିଲପୁଷ୍ପ
Ceropegia Jainii ସୋମଡ଼ା
Drosera Indica Gavati Davbindu
Smithia hirsute / hirsuta Kavala
Senecio grahami / bombayensis Sonakee
Utricularia purpurascens Seetechee aasawe
Senecio bombyensis Sonki
Murdannia lanuginosa Abolima
Pogostemon deccanensis
Dipcadi montanum Deepkadee
Impatiens oppositifolia
Wild Brinjal flower
Aponogeton satarensis Vaytura
Elaeocarpus glandulosus କାସ
Pinda concanensis Pinda
Hitchenia caulina Chavar
Paracaryopsis coelestina Nisurdi
Nymphoides indicum Kumudini
Cyanotis tuberosa Abhali
Murdannia simplex Nilima
Paracaryopsis malbarica Kali Nisurdi
Begonia crenata
Trichosanthes tricuspidata Kondal
Chlorophytum glaucoides ମୂଷଳୀ
Ipomoea barlerioides
Ceropegia media
Drosera burmanni Davbindu
Habenaria longicorniculata
Aerids maculosum
Dendrobium barbatulum Bharangee
Habenaria panchagnesis
Memecylon umbellatum Anjani
Habenaria heyneana toothbrush Orchid
Habenaria grandifloriformis
Smithia agharkarii
Flemingia nilgheriensis
Rotala ritchiei Paner
Rotala fimbriata
Adenoon indicum mothi sonaki
Linum mysurense Undri
Dioscorea bulbifera dukkar kanda
Vigna vexillata Halunda
Oberonia recurva
Arisaema murrayi Pandhara Sapkanda
Exacum tetragonum Udi chirayat

ଆଧାର[ସମ୍ପାଦନା]

ଆଧାର ଭୁଲ: Closing tag missing for <references>