ଓପନ-ସୋର୍ସ ସଫ୍ଟୱେର

ଉଇକିପିଡ଼ିଆ ରୁ

ଓପନ ସୋର୍ସ ସଫ୍ଟବେର (OSS) ଗୋଟିଏ କମ୍ପ୍ୟୁଟର ସଫ୍ଟୱେର ଯାହା ସୋର୍ସ-କୋଡ଼ ସହ ମିଳିଥାଏ ଓ କେତେଗୋଟି ଅଧିକାର ଏକ ସଫ୍ଟବେର ଲାଇସେନ୍ସ ଭିତରେ କପିରାଇଟ ପାଇଁ ସାଇତାହୋଇଥାଏ ଯାହା ବ୍ୟବାହାରକାରୀଙ୍କୁ ସଫ୍ଟବେରଟିରେ ଗବେଷଣା କରିବା, ବଦଳାଇବା, ଉନ୍ନତ କରିବା ଓ କେବେକେବେ ବନତିବାକୁ ଅନୁମତି ଦେଇଥାଏ ।

କେତେକ ଓପନ-ସୋର୍ସ ସଫ୍ଟବେର ପବ୍ଲିକ ଡୋମେନରେ ମିଳିଥାଏ ।

ଆଗକୁ ପଢ଼ିବା[ସମ୍ପାଦନା]

Free Open Source Software Book Author "Understanding FOSS" K.S.Sampathkumar Coimbatore India

ଆଇନଗତ ଓ ଆର୍ଥିକ ବିଷୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]