ଓଡ଼ିଆ ଉଇକିପିଡ଼ିଆ
ୟୁ.ଆର.ଏଲ | or |
---|---|
ସ୍ଳୋଗାନ | ଓଡ଼ିଆ:ଏକ ଖୋଲା ଜ୍ଞାନକୋଷ (The Free Encyclopedia) |
ବ୍ୟବସାୟିକ | ଦାତବ୍ୟ |
ସାଇଟର ପ୍ରକାର | ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ |
ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
ମିଳୁଥିବା ଭାଷା | ଓଡ଼ିଆ |
କଣ୍ଟେଣ୍ଟ ଲାଇସେନ୍ସ | କ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ/ ସେଆର-ଏଲାଇକ ୩.୦ (ଅଧିକାଂଶ ଲେଖା ଦୁଇଟି ଲାଇସେନ୍ସ ଜିଏଫଡିଏଲ ଅଧୀନରେ) ମିଡ଼ିଆର ଲାଇସେନ୍ସ ଅଲଗା ଅଲଗା |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଓଡ଼ିଆ ଉଇକିପିଡ଼ିଆ ସମୂହ |
ଆରମ୍ଭ କରାଯାଇଥିଲା | 3 ଜୁନ 2002 |
ଏବେକାର ସ୍ଥିତି | ଅନଲାଇନ |
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା[୧] ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୨] ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।[୩][୪] ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[୫]
ଇତିହାସ
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆ ଭାରତୀୟ ଉପମହାଦେଶର ପ୍ରଥମ ଉଇକିପିଡ଼ିଆ ଭାବେ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ସର୍ବପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ଏହାର ବର୍ଷେ ପୂର୍ବରୁ ଆରମ୍ଭ ହୋଇ ତା' ପରେ ସେହି ବର୍ଷ ଜର୍ମାନ ଭଳି ବିଭିନ୍ନ ଅଧିକ କଥିତ ବିଶ୍ୱଭାଷାରେ ମଧ୍ୟ ଆରମ୍ଭ ହୋଇଥିଲା । ଓଡ଼ିଆ ଉଇକିପିଡ଼ିଆ [୨][୬]
ଜୁନ ୨୦୧୮ ସୁଦ୍ଧା ୧୩,୯୬୩ଟି ଲେଖା ଥିଲା ଓ ଏହା ବିଶ୍ୱର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୭] ଓଡ଼ିଆ ଉଇକିପିଡ଼ିଆରେ ବର୍ତ୍ତମାନ ୧୮,୭୮୮ଟି ପ୍ରସଙ୍ଗ ରହିଛି, ୩୭,୭୪୧ ଜଣ ପଞ୍ଜିକୃତ ଉଇକିଆଳି ଅଛନ୍ତି ଏବଂ ୫୩ ଜଣ ସକ୍ରିୟ ଉଇକିଆଳି ଅଛନ୍ତି । ବିଗତ ୩୦ ଦିନ ମଧ୍ୟରେ ଏକ ବା ତହିଁରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ ସକ୍ରିୟ ଭାବେ ଗଣାଯାଏ ।
ସାଂଖିକ ତଥ୍ୟ
[ସମ୍ପାଦନା]କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ପ୍ରସଙ୍ଗସବୁ | ମୋଟ | ସମ୍ପାଦନା | ପରିଚାଳକଗଣ | ବ୍ୟବହାରକାରୀ | ସକ୍ରିୟ ସଭ୍ୟ | ଛବିସବୁ | ଗଭୀରତା |
---|---|---|---|---|---|---|---|---|---|---|---|
୧୮୯ | ଓଡ଼ିଆ | ଓଡ଼ିଆ | or | ୧୩,୯୫୭ | ୧୩,୯୫୭ | ୩,୨୦,୬୨୪ | ୫ | ୧୭,୬୨୬ | ୫୨ | ୧୧୯ | 206 |
ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:
କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ସମ୍ପାଦନା / ପ୍ରସଙ୍ଗ | ମୋଟ / ପ୍ରସଙ୍ଗ | ବ୍ୟବହାରକାରୀ / ପ୍ରସଙ୍ଗ | ପ୍ରସଙ୍ଗ | ସମ୍ପାଦନା | ମୋଟ | ବ୍ୟବହାରକାରୀ |
---|---|---|---|---|---|---|---|---|---|---|
୪୮ | ଓଡ଼ିଆ | ଓଡ଼ିଆ | ୨୩ | ୪.୩ | ୧.୩ | ୧୩,୯୫୭ | ୩୨୦,୬୧୭ | ୫୯,୭୧୩ | ୧୭,୬୨୪ |
Wikipedia Report Card: summaries for Oriya
ସବିଶେଷ | ତଥ୍ୟ | ବାର୍ଷିକ ବଦଳ | ମାସିକ ବଦଳ |
---|---|---|---|
ମାସିକ ପୃଷ୍ଠା ଦର୍ଶନ | ୨୭୭,୭୪୭ | -- | -- |
ପ୍ରସଙ୍ଗ ସଂଖ୍ୟା | ୧୩,୯୦୮ | +୧୦% | +୧% |
ଦୈନିକ ନୂଆ ପ୍ରସଙ୍ଗ | ୪ | -- | -- |
ମାସିକ ସମ୍ପାଦନା | ୨,୫୨୨ | +୯୮% | -9% |
ସକ୍ରିୟ ସଭ୍ୟ | 17 | -୧୨% | +୫୮% |
ଅତି ସକ୍ରିୟ ସଭ୍ୟ | 6 | +୩୩% | +0% |
ନୂଆ ଉଇକିଆଳି | 3 | -- | -- |
ଭାଷାଭାଷୀ | ୩୧,୦୦୦,୦୦୦ | -- | -- |
ଏକ ମିଲିଅନ ଲୋକରେ ଉଇକିଆଳି | 0.୫ | -- | -- |
ଆଧାର
[ସମ୍ପାଦନା]- ↑ "Wikipedia's Oriya Section Celebrated Its Eighth Year". 26 January 2012. batoi.com. Retrieved 20 June 2012.
- ↑ ୨.୦ ୨.୧ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011.
{{cite web}}
:|author=
has generic name (help) - ↑ "Oriya Wikipedia celebrating its 8th birthday". eindiadiary.com. January 25, 2012. Archived from the original on March 25, 2014. Retrieved June 20, 2012.
- ↑ Renuka Phadnis (Apr 9, 2011). "Attempts on to revive Oriya Wikipedia". Mangalore. The Hindu. Archived from the original on April 14, 2011. Retrieved June 20, 2012.
- ↑ "ପ୍ରଧାନ ପାତା (in Odia script, i.e. Main Page)". 3 June 2002. Retrieved 25 March 2014.
- ↑ Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Archived from the original on January 9, 2017. Retrieved November 6, 2011.
{{cite web}}
:|author=
has generic name (help) - ↑ Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012.
{{cite web}}
:|author=
has generic name (help) - ↑ All Wikipedias ordered by number of articles, List of Wikipedias.
- ↑ List of Wikipedias by edits per article. Accessed 26 August 2007
- ↑ Stats Wikimedia. 3 November 2011
- ↑ Oriya Wikipedia at a glance. September 2011
- ↑ Article count (Official), Oriya Wikipedia