ଐଶର୍ଯ୍ୟା ଅର୍ଜୁନ

ଉଇକିପିଡ଼ିଆ‌ରୁ
ଐଶର୍ଯ୍ୟା ଅର୍ଜୁନ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ଜୀବନସାଥୀଉମାପତି ରମୈୟାଃ
ପିତାମାତା(s)ଅର୍ଜୁନ ସାରଜ୍
ନିବେଦିତା ଅର୍ଜୁନ
ସମ୍ପର୍କୀୟଶକ୍ତି ପ୍ରସାଦ (ଜେଜେ)
କଳାତପସୀ ରାଜେଶ (ଜେଜେ)
କିଶୋର ସାରଜା (କକା)
ଚିରଞ୍ଜିବୀ ସାରଜା (ସମ୍ପର୍କୀୟ ଭାଇ)
ଧୃବ ସାରଜା (ସମ୍ପର୍କୀୟ ଭାଇ)
ଅଞ୍ଜନା ସାରଜା (ଭଉଣୀ)
ମେଘନା ରାଜ (ଭାଉଜ)

ଐଶର୍ଯ୍ୟା ଅର୍ଜୁନ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ ଏବଂ କନ୍ନଡ଼ ଚଳଚ୍ଚିତ୍ର ଜଗତରେ ଅଭିନୟ କରିନ୍ତି । ସେ ତାମିଲ ଚଳଚ୍ଚିତ୍ର ପଟ୍ଟାଥୁ ୟାନାଇ ଜରିଆରେ ୨୦୧୩ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଐଶର୍ଯ୍ୟା ଅର୍ଜୁନ କର୍ଣ୍ଣାଟକବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅର୍ଜୁନ ସାରଜା କନ୍ନଡ଼ ଭାଷାର ଜଣେ ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଏବଂ ତାଙ୍କ ମାଆ ନିବେଦିତା ଅର୍ଜୁନ ଜଣେ ଅଭିନେତ୍ରୀ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୩ ପଟ୍ଟାଥୁ ୟାନାଇ ଐଶ୍ୱର୍ଯ୍ୟ ତାମିଲ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୮ ପ୍ରେମ ବରାହ ମଧୁ କନ୍ନଡ଼ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ସୋଲ୍ଲିବିଦାଭା ତାମିଲ

ଆଧାର[ସମ୍ପାଦନା]

  1. "Arjun introduces daughter Aishwarya Arjun at Pattathu Yaanai Press meet". Archived from the original on 28 February 2017. Retrieved 10 June 2013.
  2. "It's the turn of Arjun's product". Archived from the original on 6 January 2013. Retrieved 10 June 2013.

ବାହାର ଆଧାର[ସମ୍ପାଦନା]