ଋତୁରାଜ ମହାନ୍ତି
ଦେଖଣା
ଋତୁରାଜ ମହାନ୍ତି
| |
---|---|
ଜନ୍ମ | ବେଲପଡ଼ା, ନିମାପଡ଼ା, ପୁରୀ ଜିଲ୍ଲା |
ପେଷା | କଣ୍ଠଶିଳ୍ପୀ |
ଋତୁରାଜ ମହାନ୍ତି ଓଡ଼ିଶାରେ ଜନ୍ମିତ ଜଣେ ସୁଫି କଣ୍ଠଶିଳ୍ପୀ ।[୧] ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସଙ୍ଗୀତଭିତ୍ତିକ ରିଆଲିଟି ସୋ ଇଣ୍ଡିଅାସର ଷ୍ଟାର ପ୍ରତିଯୋଗିତାର ଜଣେ ଅଂଶଗ୍ରହଣକାରୀ ଓ ଏଥିରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ । ଋତୁରାଜ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିଲେ । [୨]
ଜୀବନୀ
[ସମ୍ପାଦନା]ପରିବାର
[ସମ୍ପାଦନା]ଋତୁରାଜଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ପଞ୍ଚାୟତ ସମିତିର ବାହରଣା ପଞ୍ଚାୟତର ବେଲପଡ଼ା ଗ୍ରାମରେ । ତାଙ୍କ ବାପାଙ୍କ ନାମ ଚକ୍ରଧର ମହାନ୍ତି ଓ ମା'ଙ୍କ ନାମ ପ୍ରଭାତୀ ମହାନ୍ତି ।[୨]
ଶିକ୍ଷା
[ସମ୍ପାଦନା]ଋତୁରାଜ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ପଠନ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Rituraj Mohanty. India Raw Star". Star Plus. Archived from the original on 10 November 2014. Retrieved 17 October 2014.
- ↑ ୨.୦ ୨.୧ ୨.୨ "ଇଣ୍ଡିଅାସ୍ର ଷ୍ଟାରର ଦ୍ୱିତୀୟ ପର୍ଯ୍ୟାୟରେ ଋତୁରାଜ: ଜିତିବା ପାଇଁ ଦରକାର ଜନତାଙ୍କ ଭୋଟ୍" (PDF). ସମ୍ବାଦ. ୧୭ ଅକ୍ଟୋବର ୨୦୧୪. Retrieved ୧୭ ଅକ୍ଟୋବର ୨୦୧୪.
{{cite news}}
: Check date values in:|accessdate=
and|date=
(help)[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |