ଉଇକିଅଭିଧାନ

ଉଇକିପିଡ଼ିଆ ରୁ
(ଉଇକି ଅଭିଧାନ ରୁ ଲେଉଟି ଆସିଛି)
Wiktionary
Wiktionary logoWiktionary logo
Detail of the Wiktionary main page. All major wiktionaries are listed by number of articles.
Screenshot of wiktionary.org home page
URL http://www.wiktionary.org
ସ୍ଳୋଗାନ The Free Dictionary
ବ୍ୟବସାୟିକ ? No
ସାଇଟର ପ୍ରକାର Online dictionary
ରେଜେଷ୍ଟ୍ରିକରଣ ଇଚ୍ଛାଧିନ
ମିଳୁଥିବା ଭାଷା Multi-lingual (over 170)
ମାଲିକ ଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେ Jimmy Wales and the Wikimedia community
ଆରମ୍ଭ କରାଯାଇଥିଲା ୧୨ ଡିସେମ୍ବର ୨୦୦୨
ଆଲେକ୍ସା କ୍ରମାଙ୍କ negative increase 614 (April 2014)[୧]
ଏବେକାର ସ୍ଥିତି ସଚଳ

ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[୨]

ଇତିହାସ[ସମ୍ପାଦନା]

୧୨ ଡିସେମ୍ବର ୨୦୦୨ରେ ପ୍ରଥମ କରି ଏହି ଅଭିଧାନ ପ୍ରକଳ୍ପ ଆରମ୍ଭ ହେଇଥିଲା ।[୩]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]