ଉଇକିପିଡ଼ିଆ:ମାସର ବଛା ଲେଖା ଅନୁରୋଧ/୨୦୧୩
ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଏକ ନିର୍ଦ୍ଧିଷ୍ଠ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ପସନ୍ଦର ପ୍ରସଙ୍ଗଟିକୁ ମନୋନୟନ କରନ୍ତୁ ।
ମାସର ବଛା ଲେଖା ଅନୁରୋଧ, ୨୦୧୩[ସମ୍ପାଦନା]
ଜାନୁଆରୀ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଫେବୃଆରୀ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ମାର୍ଚ୍ଚ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଅପ୍ରେଲ ପାଇଁ ମନୋନୟନ[ସମ୍ପାଦନା]
ମଇ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଜୁନ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:ଦେବ ସ୍ନାନ ପୂର୍ଣ୍ଣିମା
- ଜୁନ ମାସ ପାଇଁ ଦେବ ସ୍ନାନ ପୂର୍ଣ୍ଣିମା ପ୍ରସଙ୍ଗଟି ବଛା ଲେଖା ପାଇଁ ମନୋନୟନ କଲେ ହୁଅନ୍ତା କି ? ସମସ୍ତେ ନିଜ ନିଜ ମତ ଜଣାଇଲେ ଅନ୍ୟମାନଙ୍କ ମତ ବିଚାରକୁ ନେଇ ମାସର ବଛା ଲେଖାଟି ସ୍ଥିର କରିବା ସହିତ ପ୍ରସଙ୍ଗଟିକୁ ବଛା ଲେଖାରେ ରଖିବା ପୂର୍ବରୁ ଉନ୍ନତମାନର କରିବାରେ ସମସ୍ତେ ସହଯୋଗ କରିପାରିବେ । --Aditya Mahar (ମୋ ଆଲୋଚନା) ୧୦:୦୮, ୧୧ ମଇ ୨୦୧୩ (UTC)
- ପର୍ଯ୍ୟାପ୍ତ ଆଧାର ସହ ଅଧିକ ତଥ୍ୟ ଯୋଡ଼ି ଲେଖାଟିକୁ ଉନ୍ନତ ମାନର କରିପାରିଲେ ଏହା ଜୁନ ମାସର ବଛା ଲେଖା ହେଇପାରିବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୫୯, ୧୨ ମଇ ୨୦୧୩ (UTC)
ଜୁଲାଇ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଅଗଷ୍ଟ ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ସେପ୍ଟେମ୍ବର ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଅକ୍ଟୋବର ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ନଭେମ୍ବର ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ:
ଡିସେମ୍ବର ପାଇଁ ମନୋନୟନ[ସମ୍ପାଦନା]
ପ୍ରସଙ୍ଗର ନାମ: