ଇରିଟ୍ରିଆ

ଉଇକିପିଡ଼ିଆ ରୁ
ଇରିଟ୍ରିଆ ପତାକା
ଇରିଟ୍ରିଆ ଅବସ୍ଥିତି

ଇରିଟ୍ରିଆ ଦକ୍ଷିଣ ପୂର୍ବ ଆଫ୍ରିକା ରେ ଥିବା ଏକ ଦେଶ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

୧୯୯୩ ମସିହା ମଇମାସ ୨୪ତାରିଖ ଦିନ ଇରିଟ୍ରିଆ ଇଥିଓପିଆ ଶାସନରୁ ମୁକ୍ତ ହୋଇ ଆଫ୍ରିକାର ୫୨ଶ ସ୍ଵାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇଥିଲା ୤

[ଏହାକୁ ବଦଳାନ୍ତୁ] ଭୂଗୋଳ

ଆଫ୍ରିକା ମହାଦେଶର ପୂର୍ବଭାଗରେ ଅବସ୍ଥିତ ଇରିଟ୍ରିଆର ମୋଟ ଆୟତନ ୧୨୧, ୩୨୦ କି.ମି. ୤ ଇରିଟ୍ରିଆର ଉତ୍ତର ପୂର୍ବରେ ଲୋହିତ ସାଗର, ଦକ୍ଷିଣରେ ଇଥିଓପିଆ ଓ ପଶ୍ଚିମରେ ସୁଦାନ ଅବସ୍ଥିତ ୤ ଏହାର ଉପକୂଳ ସୀମା ୨,୨୩୪ କି.ମି. ୤

[ଏହାକୁ ବଦଳାନ୍ତୁ] ଧର୍ମ

[ଏହାକୁ ବଦଳାନ୍ତୁ] ପ୍ରାସାସନିକ ବିଭାଜନ

[ଏହାକୁ ବଦଳାନ୍ତୁ] ଭାଷା

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା