ଆୟୋନିକା ପୌଲ

ଉଇକିପିଡ଼ିଆ‌ରୁ
(ଆୟୋନିକା ପଲ୍ରୁ ଲେଉଟି ଆସିଛି)
ଆୟୋନିକା ପୌଲ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1992-09-23) ୨୩ ସେପ୍ଟେମ୍ବର ୧୯୯୨ (ବୟସ ୩୧)
ମୁମ୍ବାଇ, ଭାରତ
ଉଚ୍ଚତା163 cm (5 ft 4 in)
Sport
ଦେଶଭାରତ
କ୍ରୀଡ଼ାବନ୍ଧୁକଚାଳନା
Event(s)୧୦ ମିଟର୍ ଏୟାର୍ ରାଇଫଲ୍
Coached byଥୋମାସ୍ ଫାରନିକ୍
Medal record
Women's shooting
Competitor for  ଭାରତ
Commonwealth Games
Silver 2014 Glasgow 10 m air rifle
Updated on 26 July 2014.

ଆୟୋନିକା ପୌଲ (ଜନ୍ମ: 23 ସେପ୍ଟେମ୍ବର 1992; ମୁମ୍ବାଇ) ଜଣେ ଭାରତୀୟ ମହିଳା ବନ୍ଧୁକ ଚାଳକ ଅଟନ୍ତି , ଯିଏ କମନବ୍ଲେଥ ଗେମ, ଗ୍ଲାସ୍ଗୋରେ 10 ମିଟର ଏୟାର ରାଇଫଲ୍ସ ଶୁଟିଂ ଇଭେଣ୍ଟରେ ଜିତି ଭାରତକୁ ରଜତ ପଦକ ଦେଇଥିଲେ । [୧]ସେ ସ୍ଲୋଭେନିଆରେ ଆଇ.ଏସ.ଏସ.ଏଫ ୱାର୍ଲଡ କପ 2014ରେ ବ୍ରୋଞ୍ଜ ଜିତିଥିଲେ । [୨] 2016 ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଓଲିଓମ୍ପିକ କ୍ୱାଲିଫାଇ ପ୍ରତିଯୋଗିତାରେ ସିଲଭର ମେଡାଲ ଜିତିଥିଲେ । ପରେ ସେ ଏନଜିଓ ମାଧ୍ୟମରେ ରିଓ ପାଇଁ ଓଲିଓମ୍ପିକ ଗୋଲ୍ଡର ଅନୁସନ୍ଧାନ କରିଥିଲେ । [୩][୪][୫]

ସେ ମୁମ୍ବାଇର ଚେମ୍ବୁରଠାରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ । ସେ ପାନଭେଲ‌ସ୍ଥିତ ପିଲାଇ ବୈଷୟିକ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ ଓ ବର୍ତ୍ତମାନ ଇଲେକ୍ଟ୍ରୋନିକସ୍ ଇଞ୍ଜିନିୟରିଂରେ ସ୍ନାତ୍ତକୋତ୍ତର ପଢ଼ୁଛନ୍ତି । ଆୟୋନିକା ପଲ୍ ଦିନେ ଦକ୍ଷ ସନ୍ତରଣକାରୀ ଥିଲେ ମାତ୍ର ଧୀରେ ଧୀରେ ବନ୍ଧୁକଚାଳନା ପ୍ରତି ତାଙ୍କର ଇଚ୍ଛା ବଢ଼ିଥିଲା ।[୬] ଆୟୋନିକା ପଲ୍ ରିଓ ଅଲିମ୍ପିକ୍‌ସ ୨୦୧୬କୁ ମନୋନୀତ ହୋଇଥିଲେ, ମାତ୍ର ସେ ୫୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୪୭ତମ ସ୍ଥାନରେ ରହିଥିଲେ ।[୭]


ଆଧାର[ସମ୍ପାଦନା]

  1. "Women's 10 metre air rifle Finals". glasgow2014.com. 26 जुलाई 2014. Retrieved 26 जुलाई 2014. {{cite web}}: Check date values in: |accessdate= and |date= (help)
  2. "Apurvi Chandila wins gold, Ayonika Paul silver in 10m air rile". news.biharprabha.com. IANS. 26 जुलाई 2014. Retrieved 26 जुलाई 2014. {{cite news}}: Check date values in: |accessdate= and |date= (help)
  3. "Ayonika Paul Profile: 10m Air Rifle women's". The Indian Express (in ଆମେରିକୀୟ ଇଂରାଜୀ). 2016-08-02. Retrieved 2017-05-13.
  4. "India at Rio Olympics, Highlights: Heartbreaking opening day for India". Retrieved 2017-05-13.
  5. PTI. "Ayonika Paul gears up for Rio Olympics". The Hindu (in ଇଂରାଜୀ). Retrieved 2017-05-13.
  6. "Women's 10 metre air rifle Finals". glasgow2014.com. 26 July 2014. Retrieved 26 July 2014.
  7. "Rio Olympics 2016: Jitu Rai finishes 8th in 10m Air Pistol; Apurvi Chandela, Ayonika Paul out in qualifiers". First Post. 7 August 2016. Retrieved 8 August 2016.