ଆସିବୁ କେବେ ସାଜି ମୋ ରାଣୀ
ଆସିବୁ କେବେ ସାଜି ମୋ ରାଣୀ | |
---|---|
ନିର୍ଦ୍ଦେଶକ | ମନୋରଞ୍ଜନ ପାଲ୍ |
ପ୍ରଯୋଜକ | ରାକେଶ ବେହେରା ଅନୁରାଗ ସାହୁ[୧] |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | ମନୋରଞ୍ଜନ ପାଲ୍ |
କାହାଣୀ | ଚୈତନ୍ୟ ବେହେରା |
କଳାକାର | ଆକାଶ ଦାସନାୟକ ଖୁସି ଗର୍ବୀ ମିହିର ଦାସ ବୀଣା ମହାରଣା ରାଇମୋହନ ପରିଡ଼ା ଅକ୍ଷୟ ବସ୍ତିଆ |
ସଙ୍ଗୀତ | ଗଗନ ବିହାରୀ |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | କୁନା ରାଉଳ |
ମୁକ୍ତିଲାଭ ତାରିଖ | ୧୯ ନଭେମ୍ବର ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆସିବୁ କେବେ ସାଜି ମୋ ରାଣୀ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ ବେହେରା ଏବଂ ଅନୁରାଗ ସାହୁ । ଚୈତନ୍ୟ ବେହେରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଗଗନ ବିହାରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଏବଂ ଖୁସି ଗର୍ବୀ । ମିହିର ଦାସ, ବୀଣା ମହାରଣା, ରାଇମୋହନ ପରିଡ଼ା, ଅକ୍ଷୟ ବସ୍ତିଆ, ବ୍ରଜ ସିଂହ, ଦେବୀ ବାରିକ, ଚୈତନ୍ୟ ବେହେରା, ଦେବୁ ବୋଷ, ଦୀପାଲି, ଜ୍ୟୋତି, ସ୍ମିତା ମହାନ୍ତି, ଅନୁରାଗ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ[୩] [୪]
- ଖୁସି ଗର୍ବୀ
- ମିହିର ଦାସ[୫][୬]
- ବୀଣା ମହାରଣା
- ରାଇମୋହନ
- ଅକ୍ଷୟ ବସ୍ତିଆ
- ବ୍ରଜ ସିଂହ
- ଦେବୀ ବାରିକ
- ଚୈତନ୍ୟ ବେହେରା
- ଦେବୁ ବୋଷ
- ଦୀପାଲି
- ଜ୍ୟୋତି
- ସ୍ମିତା ମହାନ୍ତି
- ଅନୁରାଗ ସାହୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ବିହାରୀ । ଅରୁଣ ମନ୍ତ୍ରୀ ଏବଂ ପଞ୍ଚାନନ ନାୟକ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଅଭିଜିତ, ମହମଦ ଅଜିଜ୍, ବାପୁ ଗୋସ୍ୱାମୀ, ଇରା ମହାନ୍ତି, ଉଦିତ ନାରାୟଣ, ଶୈଳଭାମା ମହାପାତ୍ର, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "କାଉ ଯଦି ଖୁମ୍ପି ଦେଲା" | |
2. | "ମୋ ଶଂଖା ସିନ୍ଦୂର" | |
3. | "ପାଗଳ ପ୍ରେମିକ" | |
4. | "ରୂପେଲି ଦେହରେ" | |
5. | "ସବୁ ଦେଇ ସାରି" | |
6. | "ସାଇ ରାମ ସାଇ ରାମ" |
ଆଧାର
[ସମ୍ପାଦନା]- ↑ http://www.dnaindia.com/mumbai/report-mumbai-model-held-in-odisha-chit-fund-scam-2025063
- ↑ "'ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ". Sambad. 6 January 2019. Archived from the original on 21 October 2021. Retrieved 10 January 2019.
- ↑ "ଆର୍କାଇଭ୍ କପି". Archived from the original on 2015-04-25. Retrieved 2016-01-16.
{{cite web}}
: Cite has empty unknown parameter:|1=
(help) - ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
- ↑ "ଭେଟେରାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ" (in ଓଡ଼ିଆ). ଭୁବନେଶ୍ୱର. 11 January 2022. Archived from the original on 11 January 2022. Retrieved 5 June 2022.
{{cite news}}
: CS1 maint: unrecognized language (link) - ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ଅଧିକ ତଥ୍ୟ
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ଆସିବୁ କେବେ ସାଜି ମୋ ରାଣୀ