ଆଲୋଚନା:ସ୍ନାନଯାତ୍ରା
- ଏହି ପ୍ରସଙ୍ଗ ବାବଦରେ ଅନ୍ୟ ଏକ ଲେଖା ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରହିଛି । ଗୋଟିଏ ଲେଖାକୁ ଲେଉଟାଇ ଦିଆଯିବ । କେଉଁଟିକୁ ଲେଉଟାଯିବ ମତ ଦିଅନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୨୭, ୨୬ ଫେବୁଆରି ୨୦୧୨ (UTC)
- ଦେବ ସ୍ନାନ ପୂର୍ଣ୍ଣିମା ରହିଲେ ଭଲ, କିନ୍ତୁ ସ୍ନାନଯାତ୍ରା ଟାଇପ କରି ଖୋଜିବାକୁ ସହଜ ହେବ । -- ଅηsuмaη Talk ୦୭:୧୫, ୨୬ ଫେବୁଆରି ୨୦୧୨ (UTC)