ଆଲୋଚନା:ସବିତା ଇନ୍ଦ୍ର ରେଡ୍ଡୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଇଂରାଜୀ ଉଇକିପିଡ଼ିଆ ନାମ ଅନୁସାରେ ଏହା Sabitha Indra Reddy, ତେଣୁ ସବିଥା ହେବା କଥା । -- Abha Pradhan (talk) ୧୯:୦୨, ୧୫ ଅପ୍ରେଲ ୨୦୧୮ (IST)[reply]

'Sabitha' ଏକ ଦକ୍ଷିଣ ଭାରତୀୟ ନାମ ହେଇଥିବାରୁ ଓଡ଼ିଆରେ ଏହା 'ସବିତା' ହେବା ଉଚିତ । ଏ ସମ୍ବନ୍ଧୀୟ ଏକ ଆଲୋଚନାରୁ ଏପ୍ରକାର ବନାନ ବାବଦରେ ଅଧିକ ଜାଣିପାରିବ । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୦୫, ୧୬ ଅପ୍ରେଲ ୨୦୧୮ (IST)[reply]
ଉଇକିପ୍ରକଳ୍ପ ମହିଳା
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।