ଆଲୋଚନା:ବଡ଼ୋଦରା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଇଂରାଜୀ ବା ହିନ୍ଦୀ ବନାନ ଯାହା ହେଉ ପଛେ ଓଡ଼ିଆ ବନାନ ବରୋଦା ବୋଲି ମାନକ ଓଡ଼ିଆରେ ଧରାଯାଇଛି । ତେଣୁ ଯେ ଯାଏ ପାଠ୍ୟପୁସ୍ତକ ଆଦିରେ ବଡ଼ୋଦରା ଲେଖା ନ ଯାଇଛି, ମୋ ମତରେ ଆମେ ତାକୁ ବଦଳାଇ ଲେଖିବା ଠିକ ହେବନାହିଁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୧, ୧୮ ମଇ ୨୦୧୪ (UTC)