ଆଣ୍ଡ୍ରଏଡ଼
ଉଇକିପିଡ଼ିଆ ରୁ
Home screen displayed by Samsung Galaxy Nexus, running Android 4.0 "Ice Cream Sandwich" |
|
| କମ୍ପାନୀ / ସଫ୍ଟୱେର ଗଢ଼ାଳି | Google Inc, Open Handset Alliance, Android (operating system)#Android Open Source Project |
| ପ୍ରଗ୍ରାମ କେଉଁଠି କରାଯାଇଛି: | C (core),[୧] Java (UI), C++ |
| OS ପରିବାର | Linux |
| କାମର ସ୍ଥିତି | Current |
| ସ୍ରୋତ ମଡ଼େଲ | Open Source |
| ଆରମ୍ଭ ସଂସ୍କରଣ | ସେପ୍ଟେମ୍ବର ୨୦, ୨୦୦୮ |
| Latest stable release | 4.0.4 (Ice Cream Sandwich)[୨] / ମାର୍ଚ 28, 2012 |
| ପ୍ୟାକେଜ ମ୍ୟାନେଜର | Google Play / APK |
| ସହାୟକ ପ୍ଲାଟଫର୍ମ | ARM, MIPS, |
| କର୍ନେଲ ପ୍ରକାର | Monolithic (modified Linux kernel) |
| ଡିଫଲ୍ଟ ଇଉଜର ଇଣ୍ଟରଫେସ | Graphical |
| ଲାଇସେନ୍ସ | Apache License 2.0 Linux kernel patches under GNU GPL v2[୩] |
| ୱେବସାଇଟ | android.com |
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।
ଇତିହାସ [ସମ୍ପାଦନା]
ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋ ଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣ ରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।
- ୨.୨ ଫ୍ରୋୟୋ
- ୨.୩ ଜିଙ୍ଗରବ୍ରେଡ
- ୩.୦ ହନିକମ୍ବ
- ୩.୧ ହନିକମ୍ବ,
- ୩.୨ହନିକମ୍ବ,
- ୪.୦ ଆଇସ କ୍ରିମ-ସାଣ୍ଡଵିଚ,
ବିଶେଷତ୍ଵ [ସମ୍ପାଦନା]
- ହ୍ୟାଣ୍ଡସଟ ଲେ-ଆଉଟ
- କନେକଟିଭିଟି
- ମେସେଜ
- ଏକରୁ ଅଧିକ ଭାଷା
- ୱେବ ବ୍ରାଉଜର
- ଜାଭା ସ୍କ୍ରିପ୍ଟ
- ମିଡିଆ ସପୋର୍ଟ
- ଷ୍ଟ୍ରିମିଙ୍ଗ ମେଡିଆ ସପୋର୍ଟ
- ମଲ୍ଟି ଟଚ
- ବ୍ଲୁ-ଟୁଥ
- ଭିଡିଓ କଲିଙ୍ଗ
- ମଲ୍ଟି-ଟାସ୍କିଙ୍ଗ
- ଟେଥରିଙ୍ଗ
- ସ୍କ୍ରିନ କ୍ୟାପଚର
- ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ
ଆଧାର [ସମ୍ପାଦନା]
- ↑ "What is Android?". Android Developers. Google. http://developer.android.com/guide/basics/what-is-android.html. Retrieved 2012-04-22.
- ↑ "Binaries for Nexus Phones". Google Developers. Google. https://developers.google.com/android/nexus/drivers. Retrieved 2012-04-21.
- ↑ "Licenses". Android Open Source Project. Google. http://source.android.com/source/licenses.html. Retrieved 2012-02-20.
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |