ଅଲ୍ଲୀ ଅସଗର

ଉଇକିପିଡ଼ିଆ‌ରୁ
ଅଲ୍ଲୀ ଅସଗର‌
Ali Asgar
ଦ ଡ୍ରାମା କମ୍ପାନୀର ପ୍ରେସ୍ ମିଟ୍‌ରେ ଅଲ୍ଲୀ
ଜନ୍ମ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୭ – ଏବେଯାଏଁ
ବୈବାହିକ-ସାଥୀ
ସିଦ୍ଦିକା ଅସଗର
(m. ୨୦୦୨)

ଅଲ୍ଲୀ ଅସଗର ଜଣେ ଭାରତୀୟ ଅଭିନେତା ତଥା ଷ୍ଟାଣ୍ଡ ଅପ୍ କମେଡ଼ିଆନ୍ । ସେ ଅନେକ ଭାରତୀୟ ଦୂରଦର୍ଶନ ଧାରାବାହିକ, ରିଆଲିଟି ଶୋ, ହାସ୍ୟାତ୍ମକ କାର୍ଯ୍ୟକ୍ରମ ଏବଂ କଥାଚିତ୍ରରେ ଅଭିନୟ କରିଛନ୍ତି । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ କାହାନୀ ଘର କିରେ ସେ କମଲ ଅଗ୍ରୱାଲ ଭୂମିକାରେ ଅଭିନୟ କରିଥିଲେ ।[୧] ସବ୍ ଟିଭିର ହାସ୍ୟାତ୍ମକ ଧାରାବାହିକ ଏଫ୍ଆଇଆର୍‌ରେ ସେ ଇନିସ୍‌ପେକ୍ଟର ରାଜ୍ ଆର୍ଯ୍ୟନ ଭୂମିକାରେ ଅଭିନୟ କରିଥିଲେ ।[୨] କଲର୍ସ ଟିଭିର ପ୍ରସାରିତ ହାସ୍ୟାତ୍ମକ କାର୍ଯ୍ୟକ୍ରମ କମେଡି ନାଇଟ୍‌ସ୍ ୱିଥ୍ କପିଲରେ ଦାଦି (ଜେଜେମା) ଭୂମିକାରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟ କରେଇଥିଲା ।[୩] ଏହାପରେ ସେ ସୋନି ଟିଭିରେ ଦି କପିଲ୍ ଶର୍ମା ଶୋ'ରେ ନାନୀ ଭୂମିକାରେ ମଧ୍ୟ କାମ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ କପିଲ ଶର୍ମାଙ୍କ ସହିତ କଳହ ଯୋଗୁଁ କାର୍ଯ୍ୟକ୍ରମରୁ ବିଦାୟ ନେଇଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଆଧାର
୧୯୯୧ ଶିକାରୀ ଆଦର୍ଶ କୁମାର ଶ୍ରୀବାସ୍ତବ (ଶିଶୁ କଳାକାର)
୧୯୯୨ ଜାନ୍ ତେରେ ନାମ୍ ଚିଚି
ଚମତ୍କାର ରାକେଶ [୫]
୧୯୯୩ ଖଲନାୟକ ମୁନ୍ନା
୧୯୯୪ ବାଲି ଉମର କୋ ସଲାମ୍ ପିତର
୧୯୯୫ ଦି ଗ୍ୟାମ୍ବଲର ଦୟାଶଙ୍କରଙ୍କ ଭାଇ
୧୯୯୬ ଶାସ୍ତ୍ର
ଦୁଷ୍ମାନ ଦୁନିୟା କା ରମନ
୧୯୯୯ ପ୍ୟାର୍ କୋଇ ଖେଲ୍ ନେହିଁ
୨୦୦୦ ଜୋରୁ କା ଗୁଲାମ୍ ରାଜୁ ପଟେଲ
ଜୋସ୍ ଦିଭେନ୍
୨୦୦୧ ହମ୍ ହୋ ଗଏ ଆପକେ ମଞ୍ଜିତ
୨୦୦୨ ଆପ୍ ମୁଝେ ଅଚ୍ଛେ ଲାଗ୍‌ନେ ଲେଗେ ରୋହିତଙ୍କ ସାଙ୍ଗ
ହମ୍ କିସିସେ କମ୍ ନେହିଁ ବାବଲୁ
ଜୀନା ସିର୍ଫ୍ ମେରେ ଲିୟେ
୨୦୦୪ ଐତବାର୍ ଦୀପକ [୫]
୨୦୦୫ ଶାଦି ନଂ ୧ ଏଚ୍.ଏସ୍. ଗୁଲାଟି
କୋଇ ଆପ୍ ସା ନୈନାଙ୍କ ସହକର୍ମୀ
୨୦୦୭ ପାର୍ଟନର୍ ନୈନାଙ୍କ ସହକର୍ମୀ
୨୦୦୮ ସଣ୍ଡେ ରାଜ୍ ଖୁରାନାଙ୍କ ପୁଅ
୨୦୦୯ ସର୍ଟକଟ୍ ବିକ୍ରମ
୨୦୧୦ ତିସ୍ ମାର୍ ଖାନ୍ ବର୍ଗର୍
୨୦୧୫ ସଲିଡ୍ ପଟେଲ୍ ଡ. ଥାନୱାଲା
୨୦୧୭ ଜୁଡ଼ୱା ୨ ଡାକ୍ତର ଲୁଲା
୨୦୧୮ ପାଗଲପନ୍ତି ଛୋଟି ଗୋଲି
୨୦୧୯ ଅମାବାସ୍ ଗୋଟି [୬]
୨୦୨୧ ୧୨ ଓ' କ୍ଲକ୍ ଡାକ୍ତର
୨୦୨୨ ଲଭ୍ ୟୁ ଲୋକତନ୍ତ୍ର
୨୦୨୩ ଶେହଜାଦା ଅରୁଣ

ଦୂରଦର୍ଶନ[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ଆଧାର
୧୯୮୭ ଏକ୍ ଦୋ ତିନ୍ ଚାର୍ ଜନି [୫]
୧୯୮୭–୧୯୮୮ ଚୁନତି ଯୋଗେଶ [୭]
୧୯୯୦ ନୀବ୍ ମନୁ
୧୯୯୫–୧୯୯୬ ଅପ୍‌ନେ ଜୈସା ଟାଇପ୍‌ସ୍ ସମୀର୍
୧୯୯୬–୧୯୯୮ ଇତିହାସ ମୁକୁଲ୍
୧୯୯୭ ଆହାତ୍ ରାଜ୍ [୫]
୧୯୯୮ ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍ କୁକୁ
୧୯୯୮–୧୯୯୯ ଦୋ ଔର୍ ଦୋ ପାଞ୍ଚ୍ ହର୍ସ୍ [୫]
୧୯୯୯ କର୍ତ୍ତବ୍ୟ ଧୀରଜ [୫]
୨୦୦୦–୨୦୦୮ କାହାନୀ ଘର୍ ଘର୍ କି କମଲ ଅଗ୍ରୱାଲ [୫]
୨୦୦୧–୨୦୦୩ କୁଟୁମ୍ବ ଶ୍ୟାମ ମିତ୍ତଲ [୫]
୨୦୦୨ କାକଟସ୍ ଫ୍ଲାୱାର୍ ରାଜୀବନ
୨୦୦୩ କ୍ୟା ହାଦ୍‌ସା କ୍ୟା ହକିକତ୍ ପ୍ରଫେସର୍ ସାମୁଏଲ୍
ଆଲାଃ ତେରି ତୌବା [୫]
୨୦୦୪ କଭି ଖୁସି କଭି ଧୁମ୍ [୮]
୨୦୦୬ କଡ଼ବୀ ଖଟ୍ଟି ମିଠି କରନ [୯]
୨୦୦୭–୨୦୧୩ କମେଡ଼ି ସର୍କସ୍ ବିଭିନ୍ନ ଭୂମିକା
୨୦୦୮ ସାଏ ଶବା ଶବା ଉପସ୍ଥାପକ [୧୦]
ଜରା ନାଚ୍‌କେ ଦିଖା ନିଜେ [୧୧]
୨୦୦୯ ଘର୍ କି ବାତ୍ ହୈ ମି. ଏକ୍ସ
ଭଏସ୍ ଅଫ୍ ଇଣ୍ଡିଆ– ମମି କେ ସୁପର୍‌ଷ୍ଟର୍‌ସ୍ ଉପସ୍ଥାପକ
ୟେ ତୋ ହୋନା ହି ଥା ବବି
୨୦୦୯–୨୦୧୧ ଏଫ୍.ଆଇ.ଆର୍. ଇନିସ୍‌ପେକ୍ଟର ରାଜ୍ ଆର୍ଯ୍ୟନ୍
୨୦୧୦ ଏଣ୍ଟରଟେନ୍‌ମେଣ୍ଟ କେ ଲିୟେ କୁଛ୍ ଭି କରେଗା ନିଜେ
ନ୍ୟାସନାଲ୍ ବିଙ୍ଗୋ ନାଇଟ୍ ନିଜେ
୨୦୧୧ ଶାଦି ୩ କରୋଡ଼ କି ଉପସ୍ଥାପକ [୧୨]
୨୦୧୨–୨୦୧୪ ଜୀନି ଔର୍ ଜୁଜୁ କ୍ୟାପ୍ଟେନ୍ ବିକ୍ରମ
୨୦୧୩–୨୦୧୬ କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ୍ ଦାଦି ଓ ଅନ୍ୟାନ୍ୟ ଭୂମିକା
୨୦୧୫ ସି.ଆଇ.ଡି. ନିଜେ
୨୦୧୬ ଓ ତେରି ଭାବି ହୈ ପଗ୍‌ଲେ ନଥୁ ନାକାବନ୍ଦୀ [୧୩]
୨୦୧୬–୨୦୧୭ ଦ କପିଲ ଶର୍ମା ଶୋ ନାନୀ ଏବଂ ବିଭିନ୍ନ ଭୂମିକା
୨୦୧୭ ତ୍ରିଦେବୀଆଁ କଟପ୍ପି/ଗୁଡ୍ଡୁ [୧୪]
ସବସେ ବଡ଼ା କଲାକାର୍ ନର୍ସ ଲୈଲା [୧୫]
ସୁପର୍ ନାଇଟ୍ ଉଇଥ୍ ଟ୍ୟୁବ୍ ଲାଇଟ୍ ବିଭିନ୍ନ ଭୂମିକା
ଲିପ୍ ସିଙ୍ଗ୍ ବ୍ୟାଟେଲ୍ ଉପସ୍ଥାପକ [୧୬]
୨୦୧୭–୨୦୧୮ ଦ ଡ୍ରାମା କମ୍ପାନୀ ବିଭିନ୍ନ ଭୂମିକା [୧୭]
୨୦୧୮ ଜିଓ ଧନ୍ ଧନା ଧନ୍ [୧୮]
୨୦୧୮–୨୦୧୯ କାନ୍‌ପୁର ୱାଲେ ଖୁରାନାସ୍ ପ୍ରମୋଦର ସମ୍ପର୍କୀୟ
୨୦୧୯ ମୁଭି ମସ୍ତି ଉଇଥ୍ ମନିସ୍ ପଲ୍ ବିଭିନ୍ନ ଭୂମିକା
୨୦୨୦ ଆକବର୍ କା ବାଲ୍ ବିରବଲ୍ ଆକବର [୧୯]
୨୦୨୧ ଜୀ କମେଡ଼ି ଶୋ ବିଭିନ୍ନ ଭୂମିକା
୨୦୨୨ ଝଲକ୍ ଦିଖ୍‌ଲା ଯା ୧୦ ପ୍ରତିଯୋଗୀ [୨୦]
୨୦୨୨–୨୦୨୩ ଫାବର୍ ଚୌକ୍ ଅଶୋକ ଇନ୍ଦୋରୀ [୨୧]

ଡବିଂ କଳାକାର[ସମ୍ପାଦନା]

କଥାଚିତ୍ର ଭୂମିକା ଭାଷା ମୂଳ ଭାଷା ବର୍ଷ
ଡେସ୍ପିକେବଲ୍ ମି ୩ [୨୨] ଗ୍ରୁ ଏବଂ ଡ୍ରୁ ହିନ୍ଦୀ ଇଂରାଜୀ ୨୦୧୭

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବିଭାଗ କଥାଚିତ୍ର/କାର୍ଯ୍ୟକ୍ରମ ଫଳାଫଳ ରେଫର୍
୨୦୦୬ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ସ୍ ଶ୍ରେଷ୍ଠ ଅଭିନେତା / ସହ କଳାକାର କାହାନୀ ଘର୍ ଘର୍ କି ବିଜେତା [୨୩]
୨୦୦୮ [୨୪]
୨୦୧୩ ଇଣ୍ଡିଆନ୍ ଟେଲି ଆୱାର୍ଡ଼ସ୍ ଶ୍ରେଷ୍ଠ ହାସ୍ୟ ଅଭିନେତା (ଜୁରି ପୁରସ୍କାର) ଜିନି ଔର୍ ଜୁଜୁ [୨୫]
୨୦୧୩ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ଼ସ୍ ଶ୍ରେଷ୍ଠ ଅଭିନେତା / ସହ କଳାକାର କମେଡ଼ି ନାଇଟ୍‌ସ୍ ୱିଥ୍ କପିଲ୍ [୨୬]

ଆଧାର[ସମ୍ପାଦନା]

  1. "Indian Television Academy Awards 2006". IndianTelevisionAcademy.com. Archived from the original on 26 August 2014. Retrieved 2014-01-22.
  2. "Ali to play a shayarana cop". The Indian Express. Retrieved 13 May 2011.
  3. "Indian Television Academy Awards 2014". IndianTelevisionAcademy.com. Archived from the original on 3 December 2013. Retrieved 2014-01-22.
  4. "Ali Asgar finally reveals why he quit The Kapil Sharma Show". India Today (in ଇଂରାଜୀ). Retrieved 2023-04-25.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "Television acts on subliminal levels far more than cinema does". 8 March 2003. Retrieved 23 March 2018.
  6. Hungama, Bollywood. "Amavas Cast List | Amavas Movie Star Cast | Release Date | Movie Trailer | Review- Bollywood Hungama". Bollywood Hungama.
  7. "Chunauti: This 1987 TV show was the first to capture the campus life". 23 May 2016. Retrieved 23 March 2018.
  8. "Star Plus' next kids' show 'K3D' ready to roll". 15 May 2004. Retrieved 23 March 2018.
  9. "Star One to launch weekly show 'Kadvee Khatti Meethi' on 23 Oct". 13 September 2006. Retrieved 31 August 2017.
  10. "Karan Johar judges celebs in Delhi - Times of India". The Times of India.
  11. "Zara Nachke Dikha: Groove to the tunes of the evergreen songs on 25 August at 9.30 pm only on Star One!". 23 August 2008. Archived from the original on 25 January 2021. Retrieved 23 March 2018.
  12. "Jasmeet, Inderpal's expensive TV wedding - Times of India". The Times of India.
  13. "Sab to replace 'Yam Hai Hum' with Optimystix's 'Woh Teri Bhabhi Hai Pagle'". 14 January 2016. Retrieved 23 March 2018.
  14. Karki, Tripti (24 March 2017). "After 'The Kapil Sharma Show', Ali Asgar aka Nani joins THIS TV show, see pic". www.indiatvnews.com.
  15. "Sunil Grover and Ali Asgar ace their comeback act; see pics". India Today.
  16. Hungama, Bollywood (24 August 2017). "Lip Sync Battle is coming to India with Farah Khan and Ali Asgar as hosts; Malaika Arora and Maniesh Paul to participate : Bollywood News - Bollywood Hungama". Bollywood Hungama.
  17. "The Drama Company: Krushna Abhishek's fun moments with Ali Asgar hint that its first episode will be crazy. See photos". 7 July 2017.
  18. Hungama, Bollywood. "Preview of Sunil Grover's new show Jio Dhan Dhana Dhan! | Sugandha Mishra, Ali Asgar Images - Bollywood Hungama". Bollywood Hungama.
  19. "Ali Asgar: I can't be slotted in similar roles - Times of India". The Times of India (in ଇଂରାଜୀ). Retrieved 2020-08-10.
  20. "Exclusive Interview! Ali Asgar on why he quit Kapil Sharma's show, does he regret it today and gearing up for Jhalak Dikhhla Jaa 10 - Times of India". The Times of India.
  21. "भाभी जी के लुक में मोनालिसा ने शेयर किया फोटो, फव्वारा चौक में भारती सिंह और चिंकी- मिंकी के साथ दिखेंगी एक्ट्रेस". NDTVIndia (in ହିନ୍ଦୀ).
  22. "An Indian twist to Despicable Me 3". Retrieved 15 June 2017.
  23. "Indian Television Academy Awards 2006". IndianTelevisionAcademy.com. Archived from the original on 26 August 2014. Retrieved 2014-01-22.
  24. "Indian Television Academy Awards 2008". IndianTelevisionAcademy.com. Archived from the original on 29 October 2013. Retrieved 2014-01-22.
  25. "List of winners of Indian Telly Awards 2013". 17 January 2014. tellyawards.indiantelevision.com. Archived from the original on 8 July 2014. Retrieved 17 January 2014.
  26. "Indian Television Academy Awards 2014". IndianTelevisionAcademy.com. Archived from the original on 3 December 2013. Retrieved 2014-01-22.

ବାହାର ଲିଙ୍କ୍[ସମ୍ପାଦନା]