ଅମୃତଭଣ୍ଡା

ଉଇକିପିଡ଼ିଆ ରୁ
ଅମୃତଭଣ୍ଡା
ଅମୃତଭଣ୍ଡା ଗଛ ଓ ଫଳ, କୋହଲରଙ୍କର Medicinal-Plants (୧୮୮୭)ରୁ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Rosids
Order: Brassicales
Family: Caricaceae
Genus: Carica
Species: C. papaya
ବାଇନୋମିଆଲ ନାଆଁ
Carica papaya
L.

ଅମୃତଭଣ୍ଡା (ଇଂରାଜୀ Papaya କାରିବ ଭାଷାରୁ ସ୍ପାନିସ ପାପାଉ (papaw) ବା ପାଉପାଉ (pawpaw) କୁ ଆସିଛି) କାରିକା ପପାୟା (Carica papaya) ଗଛର ଏକ ଫଳ , ଏହାର ଜାତି କାରିକା (Carica) । ଏହାର ଜନ୍ମ ଆମେରିକାର ସମତଳ ଅଞ୍ଚଳରେ , ପରେ ପ୍ରଥମ କରି ଏହା ମେକ୍ସିକୋରେ ଚାଷ କରାଯାଇଥିଲା ।

ଅମୃତଭଣ୍ଡା/କାରିକା ପପାୟା (Carica papaya) ପ୍ରଥମ ଫଳନ୍ତି ଗଛ ଥିଲା ଯାହାର ଜିନୋମ (genome) ତଥ୍ୟଗତ କରାଯାଇପାରିଥିଲା । deciphered.[୧]

ଅମୃତଭଣ୍ଡା

[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା