ଅନନ୍ତ ପୁରୁଷୋତ୍ତମ ମରାଠେ

ଉଇକିପିଡ଼ିଆ‌ରୁ
ଅନନ୍ତ ପୁରୁଷୋତ୍ତମ ମରାଠେ
ଜନ୍ମ୧୯୨୯
ମୃତ୍ୟୁ2003 (aged 73–74)
ଜାତୀୟତାଭାରତୀୟ
ଅନ୍ୟ ନାମଅନନ୍ତ ମରାଠେ, ଅନନ୍ତ କୁମାର, ଆନନ୍ଦ କୁମାର
ପ୍ରସିଦ୍ଧିମରାଠୀ ଏବଂ ହିନ୍ଦୀ କଥାଚିତ୍ର
ସମ୍ପର୍କୀୟରାମଚନ୍ଦ୍ର ପୁରୁଷୋତ୍ତମ ମରାଠେ (ଭାଇ)

ଅନନ୍ତ ପୁରୁଷୋତ୍ତମ ମରାଠେ (ମରାଠୀ: अनंत पुरुषोत्तम मराठे; ୧୯୨୯–୨୦୦୦) ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ୧୯୪୪ ମସିହାରେ ମରାଠୀ କଥାଚିତ୍ର ରାମଶାସ୍ତ୍ରୀ ଓ ହିନ୍ଦୀ କଥାଚିତ୍ର ଶହୀଦରେ ଶିବରାମ ରାଏଗୁରୁ ଚରିତ୍ରରେ ଅଭିନୟ ପାଇଁ ଜଣାଶୁଣା ଥିଲେ ।[୧][୨]

ଆଧାର[ସମ୍ପାଦନା]

  1. "My Father Anant Marathe". Writewrong's Weblog. 6 May 2008. Retrieved 25 June 2018.
  2. Banerjee, Shampa; Srivastava, Anil (1988), One Hundred Indian Feature Films: An Annotated Filmography, Taylor & Francis, 1988, p. 155, ISBN 978-81-8220-221-4

ବାହାର ଆଧାର[ସମ୍ପାଦନା]