ଅଦିନ ମେଘ
ଉଇକିପିଡ଼ିଆ ରୁ
| ଅଦିନ ମେଘ | |
|---|---|
| ନିର୍ଦ୍ଦେଶକ | ଅମିତ ମୈତ୍ର |
| ପ୍ରଯୋଜକ | ବାବୁଲାଲ ଦୋଶୀ |
| ପଟ୍ଟଲେଖା | ଗୋପାଳ ଛୋଟରାୟ |
| କାହାଣୀ | କୁନ୍ତଳା କୁମାରୀ ସାବତ |
| କଳାକାର | ପ୍ରଶାନ୍ତ ନନ୍ଦ, ଝରଣା ଦାସ, ଦୁଃଖୀରାମ ସ୍ୱାଇଁ |
| ସଙ୍ଗୀତ | ବାଳକୃଷ୍ଣ ଦାସ |
| ଚିତ୍ରଗ୍ରହଣ | ଶୈଳଜା ଚାଟାର୍ଜୀ |
| ମୁକ୍ତିଲାଭ ତାରିଖ | ୧୯୭୦ |
| କଥାଚିତ୍ରର ସମୟ | ୧୫୪ ମିନଟ |
| ଦେଶ | |
| ଭାଷା | ଓଡ଼ିଆ |
ଅମିତ ମୈତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆକଥାଚିତ୍ର ଅଦିନ ମେଘ [୧] ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲା ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଅଭିନୟରେ
ଓଡ଼ିଆଚଳଚ୍ଚିତ୍ର ‘ଅଦିନ ମେଘ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
[ଏହାକୁ ବଦଳାନ୍ତୁ] ଗୀତ ଓ ସଙ୍ଗୀତ
- ସଙ୍ଗୀତକାର: ବାଳକୃଷ୍ଣ ଦାସ
- ଗୀତିକାର: କାଳିଚରଣ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂ, ବୈକୁଣ୍ଠନାଥ ମହାନ୍ତି ଓ ଗୌରାଙ୍ଗ ସାମନ୍ତରାୟ
- ପ୍ରଚ୍ଛଦପଟ ଗାୟକ: ସିକନ୍ଦର ଆଲାମ, ସିପ୍ରା ବୋଷ, ଗୀତା ପଟ୍ଟନାୟକ, ତୃପ୍ତି ଦାସ, ନିର୍ମଳା ମିଶ୍ର ଓ ଅକ୍ଷୟ ମହାନ୍ତି
[ଏହାକୁ ବଦଳାନ୍ତୁ] ଗୀତ
- ବୋଉଲୋ କି କହିବି, ନୂଆଭାଉଜଙ୍କ କଥା
- ଏଇ ଆମରି ଗାଁ
- ଗେଲେ ଗେଲେ ଗେଲେ ଗୋରୀ, ମାରଛୁରୀ
- ଅଳପ ହସରେ ଅନେକ ଆଶାର
- ଜୋଛନା ଲୁଚାଅନା ଏ ନୀଳ ଗଗନେ
- ଏଇ ଭରା ଜହ୍ନରାତି
- ଜୀବନେ ସପନ ଯେତେ ସବୁ ସତ
[ଏହାକୁ ବଦଳାନ୍ତୁ] ଆଧାର
- ↑ ଅଦିନ ମେଘ (ଇଣ୍ଟରନେଟ ମୁଭି ଡାଟାବେସ ଠାରେ)
|
|||||||||||