ସୁଗାଉଲି
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Sugauli | |
---|---|
Town | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Purvi Champaran |
Population (2001) | |
• Total | ୩୧,୩୬୨ |
ଭାଷା | |
• ସରକାରୀ | Maithili, Hindi |
Time zone | UTC+5:30 (IST) |
Lok Sabha constituency | Paschim Champaran |
Vidhan Sabha constituency | Sugauli |
Website | eastchamparan |
ସୁଗାଉଲି ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ପୁର୍ବ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁଗାଉଲି ସହରର ମୋଟ ଜନସଂଖ୍ୟା ୩୧୩୬୨ ଅଟେ ।[୧] ସେଥି ମଧ୍ୟରୁ ୫୩.୬୫% ଜଣ ପରୁଷ ହୋଇଥିବା ବେଳେ ୪୬.୩୫% ଜଣ ନାରୀ ଅଟନ୍ତି । ସୁଗାଉଲିର ସାକ୍ଷରତା ହାର ୪୨.୧୮% ଅଟେ । ଏହା ଜାତୀୟ ହାରଠାରୁ ୨୨.୬୬% ପ୍ରତିଶତ କମ ଅଟେ । ସେଥିରୁ ୨୭.୩୭% ପ୍ରତିଶତ ପୁରୁଷ ଓ ୧୪.୮୧% ନାରୀ ଅଟନ୍ତି । ୧୯.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା[ସମ୍ପାଦନା]
ହିନ୍ଦୀ ସୁଗାଉଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.