ମଣ୍ଡି ଡବ୍ବାଲି
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Mandi Dabwali
डब्वाली Dabwali | |
---|---|
ଦେଶ | India |
ରାଜ୍ୟ | Haryana |
ଜିଲ୍ଲା | Sirsa |
Population (2011) | |
• Total | ୫୨,୮୭୩ |
ଭାଷା | |
• ସରକାରୀ | Punjabi, Hindi |
Time zone | UTC5:30 (IST) |
PIN | |
ଯାନବାହାନ ପଞ୍ଚୀକରଣ | HR 25 |
ମଣ୍ଡି ଡବ୍ବାଲି ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ସିର୍ସ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଣ୍ଡି ଡବ୍ବାଲି ସହରର ମୋଟ ଜନସଂଖ୍ୟା ୫୩୮୧୨ ଅଟେ ।[୧] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ମଣ୍ଡି ଡବ୍ବାଲିର ସାକ୍ଷରତା ହାର ୬୪.୮୦% ଅଟେ । ଏହା ଜାତୀୟ ହାରଠାରୁ ୦.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୬.୯୫% ପ୍ରତିଶତ ପୁରୁଷ ଓ ୨୭.୮୪% ନାରୀ ଅଟନ୍ତି । ୧୨.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା[ସମ୍ପାଦନା]
ହିନ୍ଦୀ ମଣ୍ଡି ଡବ୍ବାଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.