ଖୋଲ ହି-ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ | |
---|---|
Wildlife Sanctuary | |
Country | ଭାରତ |
Government | |
• Body | Haryana Forest Department |
Time zone | UTC+5:30 (IST) |
Website | www |
ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ ଏକ ଅଭୟାରଣ୍ୟ । ଏହା ପଞ୍ଚକୁଲା ସହରଠାରୁ ୦.୫ କିଲୋମିଟର ଦୂରରେ ମାୟାଣୀ ରୋଡଠାରେ ଅବସ୍ଥିତ । ବୀର ଶିକାରଗଡ଼ ଅଭୟାରଣ୍ୟଠାରୁ ଏହାର ଦୂରତା ମାତ୍ର ୩ କିଲୋମିଟର ।[୧][୨]
ଇତିହାସ [ସମ୍ପାଦନା]
ହରିୟାଣା ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ୨୦୦୪ ମସିହା ଡିସେମ୍ବର ମାସରେ ଘୋଷଣା କରିଥିଲେ ।[୧]
ଆୟତନ [ସମ୍ପାଦନା]
ଏହାର ଆୟତନ ୪୮୮୩ ହେକ୍ଟର ଓ ଏହା ଚତୁର୍ପାର୍ଶ୍ୱରେ ଆହୁରି ୧୩୨୦ ହେକ୍ଟରର ଜୈବ ସଚେତନ ଅଞ୍ଚଳ ରହିଛି ।[୧][୨]
ବନ୍ୟପ୍ରାଣୀ [ସମ୍ପାଦନା]
ଏହି ଅଞ୍ଚଳରେ ଥିବା ଅନ୍ୟ ଅଭୟାରଣ୍ୟ ପରି ଏଠାରେ ମଧ୍ୟ ବିଭିନ୍ନ ବନ୍ୟପ୍ରାଣୀ ଦେଖାଯାଇଥାନ୍ତି ।[୨]
ନିକଟସ୍ଥ ଆକର୍ଷଣସମୂହ [ସମ୍ପାଦନା]
- କାଳେଷାର ଜାତୀୟ ପାର୍କ - ଯମୁନା ନଗରଠାରୁ ୧୫ କିଲୋମିଟର ଦୂରରେ
- ବୀର ଶିକାରଗଡ଼ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ପିଞ୍ଜୋରେଠାରୁ ୮ କିଲୋମିଟର ଦୂରରେ
ଆଧାର [ସମ୍ପାଦନା]
This Haryana location article is a stub. You can help Wikipedia by expanding it. |
This article about protected areas of India is a stub. You can help Wikipedia by expanding it. |