ସ୍ୱାତୀ ବାଜପେୟୀ

ଉଇକିପିଡ଼ିଆ‌ରୁ
ସ୍ୱାତୀ ବାଜପେୟୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍

ସ୍ୱାତୀ ବାଜପେୟୀ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁରେ ନିମ୍ମି କୌଶିକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।

ଅଭିନୟ ଜୀବନ[ସମ୍ପାଦନା]

ସରୋଜ ଖାନଙ୍କ ଉପସ୍ଥାପନାରେ, ଇମାଜିନ୍ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନାଚ୍‌ଲେ ବେ ଉଇଥ୍ ସରୋଜ୍ ଖାନ୍‌ରେ ଭାଗ ନେଇଥିଲେ । ୨୦୦୯ ମସିହାରେ, ସେ ମଧ୍ୟ ଲକ୍ସ ପର୍‌ଫେକ୍ଟ ବ୍ରାଇଡ୍ କ୍ରାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହାପରେ ସେ ପ୍ରାୟ ଦୁଇ ବର୍ଷ ଧରି ଜୀ ଟିଭିରେ ପ୍ରସାରିତ ଧାରାବାହିକ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁରେ କାମ କରିଥିଲେ ।[୧] ଜଣେ ମଡେଲ୍ ଭାବରେ କିଛି ଦୂରଦର୍ଶନ ବିଜ୍ଞାପନରେ କାମ କରିଛନ୍ତି ଓ କିଛି ଫ୍ୟାଶନ୍ ଡିଜାଇନ୍‌ଙ୍କ ପାଇଁ ର‍୍ୟାମ୍ପରେ ଚାଲିଛନ୍ତି ।[୨][୩]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୦୮–୨୦୦୯ ନାଚ୍‌ଲେ ବେ ଉଇଥ୍ ସରୋଜ ଖାନ ଏନ୍‌ଡିଟିଭି ଇମାଜିନ୍ ଟିଭି
୨୦୦୮ ରାଜୁ ହାଜିର୍ ହୋ
୨୦୦୯ ଲକ୍ସ ପରଫେକ୍ଟ ବ୍ରାଇଡ୍ ଷ୍ଟାର ପ୍ଲସ୍ ପ୍ରତିଯୋଗୀ
୨୦୧୧–୨୦୧୩ ମିସେସ୍ କୌଶିକ୍ କି ପାଞ୍ଚ ବହୁୟେଁ ନିମ୍ମି ବିଟ୍ଟୁ କୌଶିକ ଜୀ ଟିଭି
୨୦୧୬–୨୦୧୭ ବାରିସ୍ ରବି ପୱାନିଆ ଆଣ୍ଡ୍ ଟିଭି

ଆଧାର[ସମ୍ପାଦନା]

  1. "Swati Bajpai of Mrs Kaushik... pay a visit to Lalbagh Cha Raja…". Archived from the original on 2017-06-29. Retrieved 2024-05-01.
  2. "Actresses Swati Bajpai, Nisha Sharma attend a cultural program by Poddar International College". Archived from the original on 2016-03-04. Retrieved 2024-05-01.
  3. "Bigg Boss 7: Swati Bajpai And Reshmi Ghosh Latest Names". Archived from the original on 2013-12-03. Retrieved 2024-05-01.

ବାହାର ଲିଙ୍କ୍[ସମ୍ପାଦନା]