ଡେଲାଫ୍ଲୋକ୍ସାସିନ

ଉଇକିପିଡ଼ିଆ‌ରୁ


ଡେଲାଫ୍ଲୋକ୍ସାସିନ
Clinical data
Trade namesBaxdela, Quofenix
SynonymsDelafloxacin meglumine; ABT-492; RX-3341; WQ-3034
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
By mouth, intravenous injection
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Identifiers
  • 1-(6-amino-3,5-difluoro-2-pyridyl)-8-chloro-6-fluoro-7-(3-hydroxyazetidin-1-yl)-4-oxo-quinoline-3-carboxylic acid
Chemical and physical data
FormulaC18H12ClF3N4O4
Molar mass୪୪୦.୭୬ g·mol−1
3D model (JSmol)
  • Fc4cc(F)c(nc4N1\C=C(\C(=O)O)C(=O)c2c1c(Cl)c(c(F)c2)N3CC(O)C3)N

ଡେଲାଫ୍ଲୋକ୍ସାସିନ (ଇଂରାଜୀ ଭାଷାରେ Delafloxacin), ଅନ୍ୟମାନଙ୍କ ମଧ୍ୟରେ ବାକ୍ସଡେଲା ଏକ ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଚର୍ମ ଜୀବାଣୁ ଓ ଚର୍ମର ବିଭିନ୍ନ ଅଂଶର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ସାଧାରଣତଃ ଏମଆର ଏମଆରଏସଏ (MR MRSA) ଏବଂ ସୁଡୋମୋନାସ ପାଇଁ ପ୍ରଭାବଶାଳୀ ।[୨] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ଅଇ ଲାଗେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟେଣ୍ଡିନାଇଟିସ୍, ପେରିଫେରାଲ୍ ନ୍ୟୁରୋପାଥି, ସାଇକୋସିସ, କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଫ୍ଲୋରୋକୁଇନୋଲୋନ ଶ୍ରେଣୀର ଔଷଧ ।[୨]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେଲାଫ୍ଲୋକ୍ସାସିନ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ଦିନର ଚିକିତ୍ସାରେ ପ୍ରାୟ ୬୧୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୬୦ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Quofenix EPAR". European Medicines Agency (EMA). 16 October 2019. Archived from the original on 5 August 2020. Retrieved 12 May 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Delafloxacin Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 22 December 2021.
  3. BNF 81: March-September 2021. BMJ Group and the Pharmaceutical Press. 2021. p. 595. ISBN 978-0857114105.
  4. "Baxdela Prices, Coupons & Savings Tips - GoodRx". GoodRx. Retrieved 22 December 2021.