ସ୍ମିତା ବଂଶଲ

ଉଇକିପିଡ଼ିଆ‌ରୁ
ସ୍ମିତା ବଂଶଲ
୨୦୧୫ ମସିହାରେ ସ୍ମିତା
ଜନ୍ମ (1977-02-21) ୨୧ ଫେବୃଆରୀ ୧୯୭୭ (ବୟସ ୪୭)[୧]
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୮–ଏବେଯାଏଁ
ବୈବାହିକ-ସାଥୀଅଙ୍କୁଶ ମହଲା (ବିବାହ: ୨୦୦୨)[୨]
ସନ୍ତାନ[୩]

ସ୍ମିତା ବଂଶଲ (ଜନ୍ମ: ୨୧ ଫେବୃଆରୀ ୧୯୭୭) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଅମାନତ, ଆଶୀର୍ବାଦ, ସର୍‌ହଦେଁ ଓ ସୋନି ସବ୍‌ରେ ପ୍ରସାରିତ ଧାରାବାହିକ ଆଲାଦ୍ଦିନ – ନାମ୍ ତୋ ସୁନା ହୋଗା ଆଦିରେ ତାଙ୍କ ଅଭିନୀତ ଭୂମିକା ପାଇଁ ସେ ଜଣାଶୁଣା । ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କର୍ଜରେ ମଧ୍ୟ ଅଭିନୟ କରିଥିଲେ । ବାଳିକା ବଧୂ ଧାରାବାହିକ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ଆଇଟିଏ ପୁରସ୍କାର ମିଳିଥିଲା ।[୪]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୧୯୯୮: ଦୟା (ମାଲାୟାଲମ)
  • ୨୦୦୦: ହମ୍ ତୋ ମହବତ୍ କରେଗା
  • ୨୦୦୮: କର୍ଜ (ହିନ୍ଦୀ)

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକ ମନ୍ତବ୍ୟ
୧୯୯୮–୧୯୯୯ ଚ୍ୟାଲେଞ୍ଜ୍ ସୋନାଲି ମୁଖ୍ୟ ଭୂମିକା
୨୦୦୦ ତୁଳସୀ ତୁଳସୀ
୧୯୯୬-୧୯୯୭ ଇତିହାସ ପଦ୍ମିନୀ ସହାୟକ ଭୂମିକା
୧୯୯୭-୨୦୦୨ ଅମାନତ ଡ. ବାଲା
୧୯୯୮ ଚିନ୍‌ଚିନ୍ନାତି ବୁବ୍ବଲାବୂ ସେଲ୍ସଓମେନ୍
ଅଲ୍ପବୀରମ୍ ଶ୍ୱେତା
ଏକ୍ସ ଜୋନ୍ - ନେହା: ପାର୍ଟ ୧ - ପାର୍ଟ ୪ ଅଧ୍ୟାୟ ୪ - ଅଧ୍ୟାୟ ୭ ଅଧ୍ୟାୟଗତ ଭୂମିକା
୧୯୯୮-୧୯୯୯ କୋରା କାଗଜ ପ୍ରିୟା ସହାୟକ ଭୂମିକା
ଦାଲ୍ ମେଁ କାଲା ଜୁଲି
୧୯୯୮-୨୦୦୧ ଆଶୀର୍ବାଦ ବିଶାଖା
୧୯୯୯ ଏକ୍ସ ଜୋନ୍ - ତଲାଶ: ପାର୍ଟ ୧ ଏବଂ ପାର୍ଟ ୨ ଅଧ୍ୟାୟ ୪୨ - ଅଧ୍ୟାୟ ୪୩ ଆଧ୍ୟାୟଗତ ଭୂମିକା
ସଟର୍‌ଡେ ସସ୍‌ପେନ୍ସ - ହମେଁ ସବ୍ ପତା ହୈ ଅଧ୍ୟାୟ ୧୦୫
ରିସ୍ତେ - ଏକ୍ ଘର୍ ୟେ ଭି ତୁଳିକା (ଅଧ୍ୟାୟ ୬୦)
ରିସ୍ତେ - ନୟା ବିବାହ ଆଶା (ଆଧ୍ୟାୟ ୭୦)
ଆହାଟ୍ - ଦି ଲାଷ୍ଟ ରିଲ୍: ପାର୍ଟ ୧ ଓ ପାର୍ଟ ୨, ଟିନା: ପାର୍ଟ ୧ ଓ ପାର୍ଟ ୨ ସୀତାରା (ଅଧ୍ୟାୟ ୧୯୬ ଓ ଅଧ୍ୟାୟ ୧୯୭) /ଟିନା (ଅଧ୍ୟାୟ ୨୦୪ ଓ ଅଧ୍ୟାୟ ୨୦୫)
୧୯୯୯-୨୦୦୦ ସାଥ୍ ସାଥ ସହାୟକ ଭୂମିକା
୨୦୦୧ କାହାନୀ ଘର୍ ଘର୍ କି ନିବେଦିତା କମାଲ ଅଗ୍ରୱାଲ
ସ...କୋଇ ହୈ - ତାନ୍ତ୍ରିକ ଶ୍ୱେତା (ଅଧ୍ୟାୟ ୪) ଆଧ୍ୟାୟଗତ ଭୂମିକା
୨୦୦୧-୨୦୦୨ ସଂସ୍କୃତି ପାୟଲ ସହାୟକ ଭୂମିକା
୨୦୦୧-୨୦୦୩ ସର୍‌ହଦେଁ ଚାନ୍ଦିନୀ ସହାୟକ ଭୂମିକା
୨୦୦୨-୨୦୦୩ କୋହି ଅପ୍‌ନା ସା ଶୃତି ତୁଷାର ଗିଲ୍/ମଲ୍ଲିକା ସିଂହାନିଆ
୨୦୦୩ ବିକ୍ରାଲ ଔର୍ ଗବ୍ରାଲ୍ - ତାନ୍ତ୍ରିକ ଶ୍ୱେତା (ଅଧ୍ୟାୟ ୯) ଆଧ୍ୟାୟଗତ ଭୂମିକା
୨୦୦୩-୨୦୦୪ ସଞ୍ଜିବନୀ ନେହା ସହାୟକ ଭୂମିକା
୨୦୦୪ ରାତ୍ ହୋନେ କୋ ହୈ - ଦୃଷ୍ଟି: ପାର୍ଟ ୧ - ପାର୍ଟ ୪ ପ୍ରିୟଙ୍କା (ଅଧ୍ୟାୟ ୫୩ - ଅଧ୍ୟାୟ ୫୬) ଆଧ୍ୟାୟଗତ ଭୂମିକା
୨୦୦୪-୨୦୦୫ ସି.ଆଇ.ଡି. ଇନ୍ସପେକ୍ଟର ଅଦିତି ସହାୟକ ଭୂମିକା
ପିୟା କା ଘର୍ ଶ୍ୱେତା ଅବିନାଶ ଶର୍ମା ନକାରତ୍ମକ ଭୂମିକା
ୟେ ମେରି ଲାଇଫ୍ ହୈ ପୂର୍ଣ୍ଣିମା ସହାୟକ ଭୂମିକା
୨୦୦୫ ଫେମ୍ ଗୁରୁକୁଳ ପ୍ରତିଯୋଗୀ ରିଆଲିଟି ଶୋ
୨୦୦୬ ଟ୍ୱିଙ୍କିଲ୍ ବିଉଟି ପାର୍ଲର୍ ଲାଜପତ ନଗର ନିୟତି ମୁଖ୍ୟ ଭୂମିକା
କସୌଟି ଜିଙ୍ଗେଦି କେ ନିବେଦିତା ବାସୁ/ନିବେଦିତା ଅନୁପମ ସେନଗୁପ୍ତା ସହାୟକ ଭୂମିକା
ଜୀବନ ଇସି କା ନାମ୍ ହୈ ଅତିଥି (ଅଧ୍ୟାୟ ୯) ଟକ୍ ଶୋ
୨୦୦୬-୨୦୦୭ ବିରାସତ୍ ଗାର୍ଗି କୁନାଲ ଖରବନ୍ଦା ସହାୟକ ଭୂମିକା
୨୦୦୮-୨୦୦୯ ପାନି ପୁରୀ ଦିବ୍ୟା ପାନି ମୁଖ୍ୟ ଭୂମିକା
୨୦୦୮-୨୦୧୪ ବାଳିକା ବଧୂ ସୁମିତ୍ରା ସିଂହ ସହାୟକ ଭୂମିକା
୨୦୧୧ ଫିଅର୍ ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜିନ୍ ୪ ପ୍ରତିଯୋଗୀ ରିଆଲିଟି ଶୋ
୨୦୧୨-୨୦୧୩ ନାଚ୍ ବଲିୟେ ୫
୨୦୧୩ କମେଡ଼ି ନାଇଟ୍ସ ଉଇଥ୍ କପିଲ୍ ଅତିଥି (ଅଧ୍ୟାୟ ୧୯) କମେଡ଼ି ଶୋ
୨୦୧୪ ଅକବର ବିରବଲ୍ - ଆକବର କି ପେହଲି ବେଗମ୍: ପାର୍ଟ ୧ - ପାର୍ଟ ୩ ଉମରାଓ ଜାନ୍ ଆଧ୍ୟାୟଗତ ଭୂମିକା
୨୦୧୪-୨୦୧୫ ତୁମ୍ ଐସେ ହି ରେହେନା ଲତା ବର୍ମା/ଲତା ବିଗ୍ନେଶ ଅଗ୍ରୱାଲ ସହାୟକ ଭୂମିକା
୨୦୧୫-୨୦୧୬ ଜିଙ୍ଗେଦି ଅଭି ବାକି ହୈ ମେରେ ଘୋଷ୍ଟ ରାଧା ସୁରଜ ପାଲେକର
୨୦୧୬-୨୯୧୭ ଜାନା ନା ଦିଲ୍ ସେ ଦୂର୍ ସୁମନ ରମାକା୍ତ ବଶିଷ୍ଟ[୫] ନକାରାତ୍ମକ ଭୂମିକା
୨୦୧୮-୨୦୧୯ ନଜର୍ ଦିବ୍ୟା ନିଶାନ୍ତ ଶର୍ମା ସହାୟକ ଭୂମିକା
୨୦୧୮-୨୦୨୧ ଅଲାଦ୍ଦିନ୍ - ନାମ୍ ତୋ ସୁନା ହୋଗା ରୁକ୍ସାର
୨୦୧୯-୨୦୨୦ ଯୈ ଯାଦୁ ହୈ ଜିନ୍ନ୍ କା! ପ୍ରବୀଣ ଜୁନେଦ ଖାନ୍
୨୦୨୧–ଏବେଯାଏଁ ଭାଗ୍ୟ ଲକ୍ଷ୍ମୀ ନୀଲମ୍ ଓବରାୟ

ଥିଏଟର୍[ସମ୍ପାଦନା]

  • ଗେଟ୍ ରିଡ୍ ଅଫ୍ ମାଇଁ ଲାଇଫ୍ ଉଇଥ୍ ପରିତୋଷ ପେଣ୍ଟର୍


ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ମିଲିନ୍ଦ ଗାବାଙ୍କ ସହିତ ଏକ ମରାଠୀ ମ୍ୟୁଜିକ୍ ଭିଡିଓ

ପୁରସ୍କାର[ସମ୍ପାଦନା]

ବର୍ଷ କାମ ପୁରସ୍କାର ବର୍ଗ ଫଳାଫଳ
୨୦୦୮ ବାଳିକା ବଧୂ ଇଣ୍ଡିଆନ୍ ଟେଲି ଆୱାର୍ଡ଼ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବିଜୟୀ
୨୦୦୯ ମନୋନୀତ
୨୦୧୩ ମନୋନୀତ

ଆଧାର[ସମ୍ପାଦନା]

  1. "In Photos: 'Sasu Maa' of 'Balika Vadhu' looks like this in real life / In Photos: 'Sasu Maa' of 'Balika Vadhu' looks like this in real life TV actress Smita Bansal turns 38". Bhaskar Dot Com (in ଇଂରାଜୀ). 21 February 2015. Retrieved 1 March 2020.
  2. Kalgi Patel (11 December 2014). "Smita Bansal: I didn't become an actress to make money". The Times of India. Retrieved 11 December 2014.
  3. Neha Maheshwari (26 August 2012). "Smita Bansal delivers a baby girl". The Times of India. Retrieved 26 August 2012.
  4. "I am shocked, false accusations are being made to harass me: Smita Bansal". The Indian Express. 29 December 2015.
  5. "Smita Bansal, Shanshank Vyas to reunite once again onscreen after Balika Vadhu". The Times of India. 30 August 2016.

ବାହାର ଲିଙ୍କ୍[ସମ୍ପାଦନା]