ସୋନିଆ ବଲାନୀ
(Sonia Balaniରୁ ଲେଉଟି ଆସିଛି)
ସୋନିଆ ବଲାନୀ | |
---|---|
ଜନ୍ମ | ଆଗ୍ରା, ଉତ୍ତର ପ୍ରଦେଶ, ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ସୋନିଆ ବଲାନୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ କଥାଚିତ୍ର ତୁମ୍ ବିନ୍ ୨, ବାଜାର୍ ଓ ଦି କେରଳ ଷ୍ଟୋରୀ ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ଦୂରଦର୍ଶନ ଧାରାବାହିକ ବଡ଼େ ଅଚ୍ଛେ ଲଗତେ ହେ, ତୁ ମେରା ହିରୋ ଓ ଡିଟେକ୍ଟିଭ୍ ଦିଦି ଆଦିରେ କାମ କରିଛନ୍ତି ।[୧][୨][୩][୪][୫]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ବଲାନୀ ଉତ୍ତରପ୍ରଦେଶର ଆଗ୍ରା ଠାରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬]
ଅଭିନୟ ଜୀବନ[ସମ୍ପାଦନା]
ଅଭିନୀତ କଥାଚିତ୍ର[ସମ୍ପାଦନା]
- ତୁମ୍ ବିନ୍ ୨ (୨୦୧୬)
- ବାଜାର (୨୦୧୮)
- ଦି କେରଳ ଷ୍ଟୋରୀ (୨୦୨୩)
ଅଭିନୀତ ଧାରାବାହିକ[ସମ୍ପାଦନା]
- ବଡ଼େ ଅଚ୍ଛେ ଲଗତେ ହୈଁ
- ସୁବ୍ରୀନ ଗୁଗ୍ଗଲ – ଟପ୍ପର୍ ଅଫ୍ ଦି ଇଅର୍
- ତୁ ମେରା ହିରୋ
- ଡିଟେକ୍ଟିଭ୍ ଦିଦି
ୱେବ୍ ସିରିଜ୍[ସମ୍ପାଦନା]
- ଭୋପାଳ ଟୁ ଭେଗାସ୍
ଆଧାର[ସମ୍ପାଦନା]
- ↑ "Sonia Balani isn't chubby anymore - Times of India". The Times of India. Retrieved 2018-09-08.
- ↑ "Sonia Balani's 'DDLJ' connection". Jagran Post. Retrieved 2018-09-08.
- ↑ "Sonia Balani makes the most of free time". Deccan Chronicle (in ଇଂରାଜୀ). 2015-01-25. Retrieved 2018-09-08.
- ↑ "Sonia Balani to make Bollywood debut?!". PINKVILLA (in ଇଂରାଜୀ). Archived from the original on 2016-06-04. Retrieved 2018-09-08.
- ↑ "In pics: The Kerala Story star Sonia Balani's journey from television to Bollywood". DNA India (in ଇଂରାଜୀ). Retrieved 2023-05-09.
- ↑ "The Kerala Story review: A juvenile cringefest suited best for 'Karela' audience". thefederal.com. 5 May 2023.
ବାହାର ଲିଙ୍କ୍[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସୋନିଆ ବଲାନୀ